୪୭ ବର୍ଷରେ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାପୂଜା
କଣ୍ଟାମାଳ,୧୩/୧୦- ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ମହକୁମା ବସଷ୍ଟେଣ୍ଡଠାରେ ବେଶ ଆନନ୍ଦ ଉଲ୍ଲାଶ ମଧ୍ୟରେ ଆଜି ଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାପୂଜା ଚଳିତବର୍ଷ ୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଗତକାଲି ଘଟକଳସ ସ୍ଥାପନ ପରେ ମା ଙ୍କ ମୃଣ୍ମୟୀ!-->…
Read More...
Read More...