ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ
Read More...

ଶାଗମାଛ ମୂଲ୍ୟରେ ବିକ୍ରୀ ହେଉଛି ଜଙ୍ଗଲଜାତ ଦ୍ରବ୍ୟ

ଦଶପଲ୍ଲା : ମୁଣ୍ଡର ଝାଳ ତୁଣ୍ଡରେ ମାରି ଜଙ୍ଗଲ ସାରା ବୁଲି ବୁଲି ସଂଗ୍ରହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନଥିବାରୁ ବନବାସୀ ମହିଳାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୁରୁବାର ଦିନ ଏକତ୍ରିତ ହୋଇଥିଲେ । ସରକାର ଏଭଳି ଜିନିଷଗୁଡିକର ମୂଲ୍ୟ ନିର୍ଦ୍ଧାରଣ
Read More...

ଭଙ୍ଗା ଘରେ ଅସହାୟ ଅବସ୍ଥାରେ ମହିଳା,୫କିଲୋ ଚାଉଳରେ ବଞ୍ଚିଛି ଜୀବନ

ଦାରିଙ୍ଗବାଡି : ଗରିବ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ସରକାର ବହୁ ଯୋଜନା କରିଥିବା ବେଳେ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ହେଉଛି । ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହା ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଯୋଜନ ଦୂରରେ ରହି ଯାଉଛି । ଏଭଳି ଏକ ଉଦାହାରଣ
Read More...

ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଛି । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ
Read More...

ନିଆଁରେ ପୋଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଘଟଣା, ଛାତ୍ରୀଙ୍କ ଘରେ ପହଞ୍ଚିଲା ସ୍ୱାସ୍ଥ୍ୟ…

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀ ସାହି ର ରାମ ଚନ୍ଦ୍ର ପାତ୍ରଙ୍କ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ରୋଷେଇ କରିବା ବେଳେ ଦେହରେ ନିଆଲାଗିଯାଇଥିଲା । ଚିକିତ୍ସା ପାଇଁ ଦାରିଙ୍ଗବାଡିଠାରୁ ଆରମ୍ଭ କରି କଟକ ଯାଏଁ ଯାଇଥିବା ବେଳେ ଅର୍ଥ
Read More...

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

ପୁରୀ,୨/୯- ଖଲ୍ଲିକୋଟ ବଜାର ନିବାସୀ ଶ୍ରୀ ସକଳେଶ୍ୱର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସେ ତାଙ୍କ ପିତା ଶ୍ରୀ
Read More...

ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ

ବୌଦ୍ଧ,୨/୯:- ବୌଦ୍ଧର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ ମାଝୀଙ୍କୁ ଜିଲ୍ଲା ନୂତନ ପେନସନଧାରୀ ପ୍ରାଥମିକ ଶିକ୍ଷକ ସଂଘ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି । ସ୍ୱାଗତ ବେଳେ ସଂଘର ପ୍ରତିନିଧି ବିଭିନ୍ନ ଶିକ୍ଷକ ସମସ୍ୟାର ଆଲୋଚନା କରିଥିଲେ । ଶିକ୍ଷାଧିକାରୀ ଶ୍ରୀ ମାଝୀ ଶିକ୍ଷକଙ୍କ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ବିକ୍ଷୋଭ

ଗଜପତି,୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ପକ୍ଷରୁ ବିକ୍ଷୋଭ କରାଯାଇଛି । ଗାଁ ସାଥୀଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତ ରାଜ୍‌ ଏବଂ ପାନୀୟ ଜଳ ଯୋଗାଣ ପକ୍ଷରୁ ବାରମ୍ବାର
Read More...

ଅର୍ଥାଭାବାରୁ ଉଚ୍ଚ ଶିକ୍ଷାରେ ଡୋରି ବାନ୍ଧିବେ ମେଧାବି ଛାତ୍ର ରୁଦ୍ର

ବୌଦ୍ଧ/ଜହ୍ନ ।ପଙ୍କ,୨/୯- ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗ୍ରାମର ଉଗ୍ରେସନ ମିର୍ଦ୍ଧାଙ୍କ ପୁଅ ରୁଦ୍ର ନାରାୟଣ ମିର୍ଦ୍ଧା । ରୁଦ୍ର ଗତ ମାଟ୍ରିକ ପରୀକ୍ଷାରେ ୫୩୩ ମାର୍କ ରଖି ଏ-୨ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ବାପା ଜଣେ ମାନସିକ ବିକୃତ ରୋଗୀ । ବିପିଏଲ ଶ୍ରେଣୀ
Read More...

କନ୍ଧମାଳ ଜିଲ୍ଲାର ଡେପୁଟେସନ ନାଁରେ ବିଶେଷଜ୍ଞ ଡାକ୍ତରଙ୍କୁ ଫେରାଇ ଅଣା ନଗଲେ ସିଡିଏମଓଙ୍କ ଅଫିସ ହେବ ଘେରାଉ

ଫୁଲବାଣୀ,୨/୯- କନ୍ଧମାଳ ଜିଲାର ପ୍ରାୟ ଦଶ ଜଣ ଡାକ୍ତରଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି । ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ
Read More...