ଟି-୨୦ ବିଶ୍ କପ୍ ପାଇଁ ଏହି ତାରିଖରେ ଦଳ ଘୋଷଣା କରିବ ଭାରତ, ଏହି ଖେଳାଳିଙ୍କ ସ୍ଥାନ ପକ୍କା
ନୂଆଦିଲ୍ଲୀ: ଟି-୨୦ ବିଶ୍ କପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଦଳ ଘୋଷଣା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଭାରତୀୟ ଦଳ କେଉଁ କେଉଁ ଖେଳାଳିଙ୍କ ସହିତ ଟି-୨୦ ବିଶ୍ୱ କପକୁ ଓହ୍ଲାଇବ, ଏହାର ଘୋଷଣା ଆଗାମୀ ସପ୍ତାହେ ଭିତରେ ହୋଇପାରେ । ଓଭାଲ ଟେଷ୍ଟ ପରେ ଭାରତୀୟ ଦଳର ଘୋଷଣା!-->…
Read More...
Read More...