ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା, ଏମ୍ସରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...

ତାଲିବାନ ଭୟ : ଆଇଟି ମନ୍ତ୍ରୀରୁ ଡେଲିଭରି ବୟ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ
Read More...

କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ

ଗଞ୍ଜାମ/କୁକୁଡାଖଣ୍ଡି :କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇ ରଖିବା ପାଇଁ କଳାକାରଙ୍କ ଆନ୍ଦୋଳନ

ସମ୍ବଲପୁର: ସମଗ୍ର ରାଜ୍ୟରେ ପ୍ରଥମ ଓ ଦେଶରେ ଅଷ୍ଟମ କେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠାଇ ନେଇ ଯିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ଆଜି ଲୋକ କଳାକାରମାନେ ଆନ୍ଦୋଳନର ଡାକରା ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ଦ୍ୱାରା ଆହୂତ
Read More...

ସହାୟତା ଅପକ୍ଷାରେ ସୁବାସିନୀ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଆଦିବାସୀ ବହୁଳ କୁଜାମେଣ୍‌ଢି ଗ୍ରାମ ପଞ୍ଚାୟତ, ରୁପାଝିରି ଗାଁର ଜନୈକା ଦଳିତ ମହିଳା ସୁବାସିନି ନାୟକ(୫୦) ଆଜକୁ ପ୍ରାୟ ୭ ମାସ ଧରି ଏକ ଅଟୋ ଦୁର୍ଘଟଣା ରେ ନିଜର ଡାହାଣ ଗୋଡ଼ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହୋଇଥିବା ବେଳେ ଅର୍ଥଅଭାବରୁ
Read More...

ପୌର ନିର୍ବାଚନ:ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ମାମଲାରେ ୩ଟି ପୃଥକ ରିଟ୍ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । କଟକ, ଭୁବନେଶ୍ୱର କର୍ପୋରେସନ ତରଫରୁ ଦାଖଲ ହୋଇଥିଲା ପିଟିସନ୍ । ଏହା ବ୍ୟତୀତ ପୁରୀ ମ୍ୟୁନିସିପାଲଟି ତରଫରୁ ପିଟିସନ ଦାଖଲ ହୋଇଥିଲା ।ଏହା ସହ ରାଜ୍ୟ ନିର୍ବାଚନ
Read More...

ପୁଣି ଜନନୀ ଯନ୍ତ୍ରଣା : ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଷ୍ଟ୍ରେଚରରେ ୨କି.ମି ବୁହାହେଲେ ଗର୍ଭବତୀ

ଦାରିଙ୍ଗବାଡି: ରାଜ୍ୟର ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା ନଥିବାରୁ ଗର୍ଭବତୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି
Read More...

କଣ୍ଟାମାଳ ବ୍ଲକ ଗଣଶିକ୍ଷକ ସଂଘର ବୈଠକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ତମ୍ବାସିନାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁବୋଧ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲା ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସଭାପତି ରଂଜୁ ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ
Read More...

ରାଜ୍ୟରେ ବଢୁଛି ଛୁଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୮୦ ଜଣ ଛୁଆ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍‌ ଶହେ ଡେଇଁଛି, ଯାହାକି ଚିନ୍ତାର
Read More...

ସ୍ତ୍ରୀଙ୍କ ମୃତ୍ୟୁକୁ ସହ୍ୟ କରିପାରିଲେନି, ଚିତାକୁ ଡେଇଁ ପଡ଼ିଲେ ସ୍ୱାମୀ

ଧର୍ମଗଡ଼: ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଜନ୍ମ ଜନ୍ମର। ସାଥୀ ହୋଇ ବାଟ ଚାଲିବାକୁ ଦେଇଥିବା କଥା ମରିବା ପରେ ବି ରଖିଲେ ବୃଦ୍ଧ । ପରିଣତ ବୟସରେ ପହଞ୍ଚି ସାରିଥିବା ସ୍ତ୍ରୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ବୃଦ୍ଧଜଣକ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିଲେ। ଫଳରେ ଗୋଟିଏ ଜୁଇରେ
Read More...