ବିଦ୍ୟୁତ ସସ୍ପର୍ଶରେ ଆସି ଜଳିଗଲେ ୨ ଯୁବକ
ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ବଙ୍ଗାରେ ବିଦ୍ୟୁତ ଆଘାତ ଲାଗି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ୫ ଦିନ ତଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଥିଲା । ତେବେ ସୋମବାର ଦିନ ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ଦେଖିଥିଲେ ।!-->…
Read More...
Read More...