ମହାପ୍ରଭୁଙ୍କ ପାଇଁ ଚାଲିଛି ରାକ୍ଷୀ ପ୍ରସ୍ତୁତି

ପୁରୀ : ଶ୍ରୀମନ୍ଦିରରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଏହି ଅବସରରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଜଗନ୍ନାଥ ଦୁଇଭାଇଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ । ୪ ଟି ବଡ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ ।
Read More...

ବଜାରରେ ବୁଲୁଛି ନକଲି କୋଭିିସିଲ୍ଡ ଟିକା

ନୂଆଦିଲ୍ଲୀ : ବଜାରରେ ନକଲି କୋଭିସିଲ୍ଡ ଟିକା ଘୁରି ବୁଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଏଥିନେଇ ସତର୍କ କରାଇଛି । ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ
Read More...

୨୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଡକାଯାଇଛି ଏହି ବୈଠକ । କେମିତି ବିଧାନସଭା ଚାଲିବ, ସେନେଇ ବୈଠକରେ ଆଲୋଚନା ହେବ । କୋଭିଡ
Read More...

ଫାଇଜର୍ ଓ ଆଷ୍ଟ୍ରାଜେନେକା ଟିକା ଡେଲ୍ଟା ପ୍ରଜାତି ବିରୁଦ୍ଧରେ କମ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ପ୍ରଜାତି ବିରୁଦ୍ଧରେ ଫାଇଜର୍ ଏବଂ ଆଷ୍ଟ୍ରାଜେନେକା ଟିକା କମ୍ ପ୍ରଭାବଶାଳୀ। ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ବିଦେଶୀ ଟିକା ଆଲଫା ଭାରିଆଣ୍ଟ ତୁଳନାରେ
Read More...

ସାପ କାମୁଡାରେ ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚ଼ାୟତ ଗୁଦାଦଣି ଗାଁରେ ଗୁରୁବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର ସକାଳୁ ନିଜ ଘରେ ନିଜମା ସହ ଶୋଇଥିବା ଅବସ୍ଥାରେ ଜଣେ ୬ ବର୍ଷର ନାବାଳିକାକୁ କୌଣସି ଏକ ବିଷାକ୍ତ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି ।
Read More...

ବେଲପଡ଼ାକୁ ଏନଏସି ମାନ୍ୟତା ଦାବୀ

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାକୁ ଏନ୍‌ଏସି କରିବା ଦାବିନେଇ କୋସଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁପୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ ଆଜି କୋଶଲ ରାଜ୍ୟ ସଂମନ୍ୱୟ ସମିତି
Read More...

ରାଜ୍ୟରେ କମୁଛି ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୨୮ ଜଣ ଅଛନ୍ତି ।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୧୨ଟି ଲୋକାଲ୍‌ କେସ୍‌? । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩
Read More...

ସାଂସଦଙ୍କ ଅଧ୍ୟକ୍ଷତାରେ ପୌରପରିଷଦଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଡ. ଅଚ୍ୟୁତ ସାମନ୍ତ ମହାଶୟ, ବାଲିଗୁଡା ବିଧାୟକଚକ୍ରମଣି କଂହର, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ଜିଲ୍ଲା ସଭାପତି ସରୋଜ
Read More...