ଆଉ ନାହାନ୍ତି ଦ୍ୱିତୀକୃଷ୍ଣ ସାର୍
ଗଣିଆ -" ଦ୍ୱିତୀକୃଷ୍ଣ ସାହୁ "ଗଣିଆ ଅଞ୍ଚଳରେ ଏକ ନାମ ନୁହେଁ ,ଏକ ଅନୁଷ୍ଠାନ । ଜୀବନ ସାରା ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିକ୍ଷାବିତ୍ ଦ୍ୱିତୀକୃଷ୍ଣ ସାର୍ । ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା!-->…
Read More...
Read More...