୫ ଅଟୋକୁ ସିଜ୍ କଲା ପୁରୀ ଆଞ୍ଚଳିକ ପରିବହନ ବିଭାଗ
ପୁରୀ : ପୁରୀ ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଓ ଏସପି ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟାରେ ପୁରୀ ସହରର ସି ବିଚ୍ ଅଞ୍ଚଳରେ ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇଥିଲା । ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ!-->…
Read More...
Read More...