ଓଲଟିଲା ମାଲ୍ ବୋଝେଇ ଟ୍ରକ୍, ଡ଼୍ରାଇଭର ଗୁରୁତର
ଦଶପଲ୍ଲା :ଦଶପଲ୍ଲା - ଭଂଜନଗର ରାସ୍ତାର ସାକେଣୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମାଲ୍ ବୋଝେଇ ଟ୍ରକ । ଗାଡ଼ିଟି ବିଶାଖାପାଟଣାରୁ ଝରୁସୁଗୁଡ଼ା ଅଭିମୁଖେ ମାଲ୍ ଧରି ଯାଉଥିବାବେଳେ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ!-->…
Read More...
Read More...