ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ
ପୁରୀ : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗ ଦ୍ୱାରରେ ଅନୁଷ୍ଠିତ ହୋଇଥିଲା ଶେଷ କୃତ୍ୟ । ବଡ ପୁଅ ସୁନିଲ ମହାନ୍ତି ବାପା ମହେଶ୍ୱରଙ୍କୁ ମୁଖଗ୍ନୀ ଦେଇଥିଲେ । ଏହା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ!-->…
Read More...
Read More...