ବିଶ୍ୱ ଯୋଗ ଦିବସ ପାଳିଲେ ଜାପାନୀ ପର୍ଯ୍ୟଟକ
ପୁରୀ : ବିଶ୍ୱ ଯୋଗ ଦିବସ ଅବସରରେ ଭାରତ-ଜାପାନ ଫେଣ୍ଡସିପ୍ ସେଣ୍ଟର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୫ଜଣ ଜାପାନୀ ପର୍ଯ୍ୟଟକ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଯୋଗ କରିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇପାରୁଛି । ତତ୍ ସହିତ!-->…
Read More...
Read More...