ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା

ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ । ଗତ କାଲି ରାତି ୯ ଟା ସମୟରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍‌ ପଡ଼ା
Read More...

ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ, ହୀରାକୁଦ ଥାନାରେ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର:ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍ଥାନୀୟ ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ଦେଖାଯାଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ହୀରାକୁଦ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ
Read More...

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ;ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଗଜପତି:ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା
Read More...

ଆରଟିଓ ଅଫିସ ନିକଟ ବେଆଇନ ଜନସେବା କେନ୍ଦ୍ରରୁ ୨ ଦଲାଲ ଗିରଫ

ବୌଦ୍ଧ,୧୦/୫:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ଦଲାଲଙ୍କୁ ଆର.ଟି.ଓ. କାର୍ଯ୍ୟାଳୟ ନିକଟରୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ତପନ ମଣ୍ଡଲ ଏବଂ ସଂଜିତ ପଣ୍ଡା । ସେମାନେ ବେଆଇନ ଭାବରେ ଜନସେବା କେନ୍ଦ୍ରକରି ଆର. ଟି. ଓ. ଅଫିସର
Read More...

ପ୍ରାଣୀଧନ ନିରୀକ୍ଷକଙ୍କ ୫ଦଫା ଦାବିପତ୍ର ପ୍ରଦାନ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ପ୍ରାଣୀଧନ ନିରୀକ୍ଷକମାନେ ବୁଧବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଏକ ଦାବିପତ୍ର କୋକସରା ଭ୍ରାମ୍ୟମାଣ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ସ୍ମୃତି ରଞ୍ଜନ ଦାସଙ୍କ ଜରିଆରେ
Read More...

ସିସିଟିଭିରେ କଏଦ ହେଲା ବୁଲେଟ ଚୋରି ଘଟଣା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାରରୁ ଗତକାଲି ରାତ୍ରିରେ ଜଣେ ବ୍ୟବସାୟୀଙ୍କ ବୁଲେଟ ଘର ସମ୍ମୁଖରୁ ଚୋରି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପୁରୁଣା କଟକ ସହରର ବ୍ୟବସାୟୀ ତୋଫାନ ସାହୁ ତାଙ୍କ ବୁଲେଟକୁ ଦୀର୍ଘଦିନ ହେଲା ଘର ସମ୍ମୁଖରେ ରଖି ଆସୁଥିଲେ । ଆଜି
Read More...

କରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ମମତା ମଞ୍ଜରୀ ଅପା

ନୂଆପଡା: ଶ୍ରୀମତୀ ମମତା ମଞ୍ଜରୀ ଥପା ନୂଆପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନେତୃତ୍ୱ ନେଉଥିବା ଜଣେ ନେତ୍ରୀ ଭାବରେ ବେଶ ଜଣାଶୁଣା । ଜିଲ୍ଲା ତଥା ଜିଲ୍ଲା ବାହାରେ ସେ ବେଶ ସୁପରିଚିତ । ଯେତେବେଳେ କରୋନା ମହାମାରୀ ପ୍ରଭାବରେ ସମସ୍ତ ଜନସମାଜ ଭୟଭୀତ
Read More...

୫-ଟି ସଚିବଙ୍କ ଦୁଇ ଦିନିଆ ଗଜପତି ଗସ୍ତ,ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ ତିନି ବର୍ଷରେ ସରିବ

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଦଶପଲ୍ଲା : ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ଟାକରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମୃତକ ଜଣଙ୍କ ଟାକରା ଅଞ୍ଚଳର ଉମା ଚରଣ ବେହେରା ବୟସ ୬୦ ରୁ ୭୦ ବର୍ଷ ହେବ ବୋଲି ଜଣାପଡିଛି ।
Read More...

କାଳବୈଶାଖୀ ଓ ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ୩ ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶରଣକୁଳ ଥାନା ଜାକେଡା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗ୍ରାମର ୧୮ ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬୦ ବର୍ଷୀୟ ଧନେଶ୍ୱର ପରିଡ଼ା ।
Read More...