ସମୁଦ୍ରରେ ଭାସି ଯାଇ ପୁଣି ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ:ପୁଣି ପୁରୀ ସମୁଦ୍ରରେ ଅଘଟଣ । ୨୪ ଘଣ୍ଟା ନପୁରୁଣୁ ପୁଣି ଦୁଇଟି ମୁଣ୍ଡ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି!-->…
Read More...
Read More...