ସହରର ଦୋକାନମାନଙ୍କରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଓ ବ୍ୟବହାର ନିଷିଦ୍ଧ ଟିମର ଚଢ଼ାଉ

ସୁବର୍ଣ୍ଣପୁର : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତି ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଅଦାବରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ସୋନପୁର ସହରର ଦୋକାନ ମାନଙ୍କରେ ଚଢ଼ାଉ କରି ଦୋକାନମାନଙ୍କରୁ ୧୯୭୦ ଟଙ୍କା ଜରିମାନା ଆଦାୟ କରିଥିଲେ ।ଏହି
Read More...

ଜାତୀୟ କ୍ରୀଡାରେ ବୌଦ୍ଧ ତାଇକୋଣ୍ଡୁ ଖେଳାଳୀଙ୍କ କୃତିତ୍ୱ

ବୌଦ୍ଧ,୨୭/୪:- ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ପାଣ୍ଡିଆ ଯୋଗଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ । ଉପଦେଷ୍ଟା ଦେବାଶିଷ
Read More...

ପୋଲିସକୁ ଦେଖି ଗଞ୍ଜେଇ ବସ୍ତା ଫୋପାଡି ମାଫିଆ ଫେରାର,୬୬କେଜି ଜବତ

ହରଭଙ୍ଗା: ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନରେ ଛକି ବସିବା, ଦିନରାତି ପେଟ୍ରୋଲିଂ କରିବା ଭଳି କାର୍ଯ୍ୟ ଜାରି ରଖିଛି । ଗୁରୁବାର ଦିନ ବୌଦ୍ଧ ଜିଲ୍ଲା
Read More...

ଓଡ଼ିଶା-ଛତିଶଗଡ ସୀମାରେ ପୋଲିସ୍‌ ଓ ମାଓବାଦୀ ଗୁଳି ବିନିମୟ,ଆପତ୍ତିଜନକ ଜିନିଷ ସହ ବିପୁଳ ମାଓ ସାମଗ୍ରୀ ଜବତ

ନବରଙ୍ଗପୁର: ପୋଲିସ ଆରଓ ଅଫିସ ପରିସର ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ନବରଙ୍ଗପୁର ଠାରେ ଓଡିଶା-ଛତିଶଗଡ଼ ସୀମା ବର୍ତ୍ତୀ ଅଞ୍ଚଳରେ ଦୁଇ ଏସଓଜି ଦଳ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଥଲେ । ଗତ
Read More...

ବାଘ ଆତଙ୍କ ଥମୁନି, ବାଛୁରୀକୁ ମାରି ଖାଇଲା

ନୂଆପଡ଼ା : ନୂଆପଡା ସଦର ବ୍ଲକ ତରିଆମହୁଆଭଟା ଗାଁ ପୁଣି ଏକ କଲରାପତରିଆ ବାଘ ଆତଙ୍କ ଖେଲାଉଛି । ତରିଆମହୁଆଭଟା ଗାଁରେ ଭାଗି ରାଉତଙ୍କ ଗୁହାଲକୁ ପଶି ଏକ ବାଛୁରୀକୁ ଆଜି ସକାଲୁ ମାରି ଖାଇଛି । କେବଳ ତରିଆମହୁଆଭଟା ଗାଁରେ ୧୦ରୁ ଉଦ୍ଧ୍ୱର୍ ଗାଈ ଓ ବାଛୁରୀକୁ ବାଘ ମାରି ଖାଇସାରିଲାଣି । ପୁଣି
Read More...

ଆଧାର ସଚେତନତା ରଥକୁ ଶୁଭାରମ୍ଭ କଲେ ବିଡିଓ

ନୂଆଗାଁ : ନୂଆଗାଁ ବ୍ଲକ ପରିସରରୁ ଆରମ୍ଭ ହେଲା ଆଧାର ରଥ । ପତକା ଦେଖାଇ ଶୁଭାରମ୍ଭ କଲେ ସ୍ଥାନୀୟ ବିଡ଼ିଓ । ଏହି ସଚେତନତା ରଥକୁ ଆଜି ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ଆଧାର ଉପଭୋକ୍ତ ମାନେ ଯାହାର
Read More...

୩ୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ

ପୁରୀ : ତୃତୀୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ୫-ଟି ଆଧାରରେ ରୂପାନ୍ତରଣ କରାଯାଇଛି । ଗତକାଲି ଅପରାହ୍ନରେ ଗଙ୍ଗାଧର ହାଇସ୍କୁଲ ପରିସରରେ ୫-ଟି ରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ । ଶିକ୍ଷା
Read More...

ଫୁଲକିମୁଣ୍ଡାରେ ଜିଲ୍ଲା ସ୍ତରୀୟ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ

ଖପ୍ରାଖୋଲ : ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ କରୁଥିବା ବେଳେ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ୧୦୦ଟି ବିଦ୍ୟାଳୟର ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିବା ବେଳେ ୫-ଟି
Read More...

ଦୁର୍ଘଟଣାରେ ଚାଳକ ଗୁରୁତର

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ନିକଟରେ ବିଳମ୍ବିତ ରାତିରେ ଗଛରେ ପିଟିହେଲା ହାଇୱା ଗାଡି । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଡ୍ରାଇଭର ଜଣକ ବାରଙ୍ଗ ବଡମୁଣ୍ଡୁଳି ଗ୍ରାମର ସମୀର ନାଥ ବୋଲି ଜଣାପଡିଛି । ଗୁରୁତର ଡ୍ରାଇଭରଙ୍କୁ ଦଶପଲ୍ଲା
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ଦଶପଲ୍ଲା : ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧପଲ୍ଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କିଛି ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଜଗବନ୍ଧୁ ଜେନା ନାମକ ଜଣେ ଚାଷୀଙ୍କୁ ମରଣାତ୍ମକ
Read More...