ସରକାରୀ ସହାୟତା ପାଇଁ ଜିଲ୍ଲପାଳଙ୍କ ପାଖରେ ଅଭିଯୋଗ କଲେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଗତକାଲି କେତେକ ସ୍ଥାନରେ କୁଆ ପଥର ବର୍ଷାସହ ଝଡ଼ ପବନ ହେବା ଦେଖିବାକୁ ମିଳିଥିଲା । କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ବିଶେଷ କରି ହରଭଙ୍ଗା ବ୍ଲକର ରାମଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ଏହି ପ୍ରଭାବରେ ରାମଗଡ଼ ଗ୍ରାମରେ ପ୍ରାୟ ୭୦ ରୁ
Read More...

ଏମ୍‌ବିକେଙ୍କ ବହିଷ୍କାର ଦାବି କଲା କୁସାଶିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀ

ହରଭଙ୍ଗା :ଏମ୍‌ବିକେ ପଦରୁ ବହିଷ୍କାର କରିବା ପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ପ୍ରାୟ ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲୋ
Read More...

ଦେଶୀମଦ ଓ ଭାଙ୍ଗ ଜବତ, ୨ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ନୂଆହାଟ ବଜ଼ାରରୁ ଆଶୁତୋଷ ସାହୁ ଏବଂ ଗୋପ ବ୍ଲକ ଛକ ନିକଟରୁ ଲଷ୍ମୀଧର ନାଏକଙ୍କୁ ଗିରଫ କରିଛନ୍ତି । ପ୍ରଥମ
Read More...

ଫରେଷ୍ଟ କଲୋନୀକୁ ଯିବା ରାସ୍ତା ମଝିରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ: ସ୍ଥାନାନ୍ତର ଦାବି

ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ମାରୁତି ନଗରର ନିର୍ମାଣଧୀନ ଅବସ୍ଥାରେ ଥିବା ହନୁମାନ ମୂର୍ତ୍ତି ପାଖରେ ଥିବା ଫରେଷ୍ଟ କଲୋନୀକୁ ଯିବା ରାସ୍ତା ମଝିରେ ବିପଦଜନକ ଅବସ୍ଥାରେ ଏକ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ରହିଛି ଯାହା ଫଳରେ ଫରେଷ୍ଟ କଲୋନୀକୁ
Read More...

ବାଲିଗୁଡ଼ାରେ ମା’ ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା, ମା’ଙ୍କ ନଗର ପରିକ୍ରମା ଆରମ୍ଭ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଇଷ୍ଟ ଦେବୀ ମା' ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଛି । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ମା'ଙ୍କ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ମଙ୍ଗଳବାର ଠାରୁ ମା'ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଛି ।
Read More...

ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ : ଶ୍ରୀ ମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିର ଭିତରେ ମା ଲକ୍ଷ୍ମୀଙ୍କ ଦର୍ଶନ କରୁଥିବା ବେଳେ ଅଚେତ୍‌ ହୋଇପଡିଲେ ଭକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା
Read More...

ବେଦାନ୍ତ ଲଞ୍ଜୀଗଡର ଉତ୍‌ଥାନ ଯୋଜନା କାଲାହାଣ୍ଡି ଏବଂ ରାୟଗଡାରେ ବଢାଇବ ନିଯୁକ୍ତି ସୁଯୋଗ

ଭବାନୀପାଟଣା: ବେଦାନ୍ତ ଲିମିଟେଡ, ଧାତୁଗତ ଗ୍ରେଡ୍‌ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ଦ୍ୱାରା ପରିଚାଳିତ, ଉତ୍ଥାନ ଯୋଜନା କାଲାହାଣ୍ଡି ଏବଂ ରାୟଗଡା ଯୁବକମାନଙ୍କ ପାଇଁ ଯେଉଁମାନେ ସେମାନଙ୍କର ସ୍ନାତକୋତ୍ତର ସ୍ତରର ଅଧ୍ୟୟନ ସମାପ୍ତ କରିଛନ୍ତି ସେହିମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ଦୁଇ ଚୋରା ଗାଡ଼ି ଉଦ୍ଧାର, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ରାତିରେ ପେଟ୍ରୋଲିଙ୍ଗ ବେଳେ ଏକ ଚୋରା ଗାଡ଼ି ଧରିବା ସହ ଦୁଇ ଗାଡ଼ି ଚୋରକୁ ଧରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୋଲିସର ସୂଚନା ଅନୁସାରେ ପେଟ୍ରୋଲିଙ୍ଗ କଲା ବେଳେ ଗୋଟିଏ ଟାଟା ଏସି ମାଲବାହୀ
Read More...

ନୂତନ ସିଡିପିଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତୃପ୍ତିମୟୀ ମହାନ୍ତିଙ୍କୁ ସିନାପାଲି ଅଙ୍ଗନୱାଡି କର୍ମୀ ତଥା ଭାରତୀୟ ମଜଦୂର ସଂଘ ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିନାପାଲି ଆଇସିଡିଏସ୍‌
Read More...

୫୫ଗ୍ରାମ ବ୍ରାଉନ ସୁଗାର ଜବତ,ଅଭିଯୁକ୍ତ ଗିରଫ

ପୁରୀ: ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍‌ ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର୍‌ ଗ୍ରାମରେ ଚଢ଼ାଉ କରି ଅଜୟ କୁମାର ପ୍ରଧାନଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୭୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସ୍ଥାନୀୟ ରାମମନ୍ଦିର ନିକଟରୁ
Read More...