ଭାରତ ରତ୍ନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

ପୁରୀ : ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୯୭୩ ମସିହା ଆଜିର ଦିନରେ ସଚିନ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ କ୍ରିକେଟ ଜୀବନ ଆରମ୍ଭ କରିଥିବା ସଚିନଙ୍କ ଆଜି ୫୦ତମ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳିପଦର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
Read More...

ମହୁମାଛି ଆକ୍ରମଣରେ ଜଣେ ଯୁବକ ଆହତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦିଙ୍ଗିଆ ଗ୍ରାମର ଯଶବନ୍ତ ପ୍ରଧାନ ନାମକ ଯୁବକ ଚାଷ କରୁଥିବା ସମୟରେ ନିକଟରେ ଗଛରେ ବସା ବାନ୍ଧିଥିବା ମହୁମାଛି ଆସି ଆକ୍ରମଣ କରିଥିଲା । ମହୁମାଛି ବସାକୁ ଏକ ଶାଗୁଣା ଆଘାତ କରିବା ଫଳରେ ମହୁମାଛିମାନେ
Read More...

କଣ୍ଟାମାଳରେ ହିନ୍ଦୁ ସମାଜ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କଣ୍ଟାମାଳ : ଗତ ୧୨ ତାରିଖରେ ସମ୍ବଲପୁରଠାରେ ହନୁମାନ ଭକ୍ତଙ୍କ ଉପରେ ଯେଭଳି କ୍ରୁରତାପୂର୍ଣ୍ଣ ଆକ୍ରମଣ ଏବଂ ଚଉଦ ତାରିଖରେ ଜୈନିକ ବନବାସୀ ଯୁବକଙ୍କୁ ହତ୍ୟା କରାଗଲା ଏହା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟଜନକ । ଶୋଭାଯାତ୍ରା ସମୟରେ ଭକ୍ତ ମାନଙ୍କ ଉପରେ ସୁନିୟୋଜିତ ଆକ୍ରମଣ ଓ ପ୍ରଶାସନିକ ସ୍ଥାଣୁତା
Read More...

ଜିଲ୍ଲାସ୍ତରୀୟ ଆଧାର କାର୍ଡ ସଚେତନ କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌ ଓ ଏନ୍‌ଏସିରେ ଥିବା ଆଧାର କେନ୍ଦ୍ରକୁ ଯାଇ ତୁରନ୍ତ ଆଧାର ଉପଡେଟ କରିବାକୁ ଆଧାର କେନ୍ଦ୍ରର କମ୍ପୁଟର ଲ୍ୟାବ୍‌ ଜିଲ୍ଲା ମ୍ୟାନେଜର ସ୍ମୁତି ରଞ୍ଜନ ନାୟକ କହିଛନ୍ତି । ୨୦୧୪-୧୫ ମସିହା ପରେ ଯେଉଁ ବ୍ୟକ୍ତି ମାନେ ଆଧାର କାର୍ଡ ପାଇଛନ୍ତି ସେହି
Read More...

ଆପୋଲୋ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀମାନଙ୍କ ମକଡ୍ରିଲ

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ ତଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲଠାରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ହସ୍ପିଟାଲ ବିଲ୍ଡିଂର ନିଆଁକୁ ରୋକିବା ଓ ଏହାର ନିୟନ୍ତ୍ରଣ
Read More...

ଉଲୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଉଲୁଣ୍ଡା:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ
Read More...

ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ନିରୁଦ୍ଧିଷ୍ଟ ଯୁବକଙ୍କ ମିଳିଲା ପତ୍ତା,ଘରମୁଁହା ପଙ୍କଜ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମର ପଙ୍କଜ ସାହୁ(୨୭) ଘରର ପରିବାର ବୋଝକୁ ମୁଣ୍ଡାଇ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ସେ ନିରୁଦ୍ଧିଷ୍ଟ ଥିବାରୁ ବିଭିନ୍ନ ଆଶଙ୍କାରେ ପରିବାର ଲୋକ ଥିବା ବେଳେ ଗତ ୨୨ତାରିଖରେ ବିଭିନ୍ନ ଗଣମାଧ୍ୟମରେ
Read More...

ଦଶପଲ୍ଲା ଥାନା ସମ୍ମୁଖରେ ରାସ୍ତାରୋକ

ଦଶପଲ୍ଲା : - ଦଶପଲ୍ଲା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବିଜୟ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀରାମପୁର ଗ୍ରାମବାସୀ ଏକତ୍ରିତ ହୋଇ ଦଶପଲ୍ଲା ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଥାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ
Read More...

୭୮କେଜି ଗଞ୍ଜେଇ ଜବତ,୨ଗିରଫ

ରାୟଗଡା: ରାୟଗଡା ଜିଲ୍ଳା ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା । ରାୟଗଡା ଜିଲ୍ଳା ସଦର ମହକୁମାର ରେଳବାଇ ଷ୍ଟେସନ ଛକ ଓ ବସଷ୍ଟାଣ୍ଡ ଅଂଚଳରୁ ୭୮.୨୫୦ କେଜି ଗଂଜେଇ ଜବତ କରାଯାଇଛି । ଏଥିରେ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ରାୟଗଡା ସଦରରେ ଗଂଜେଇ ଚୋରା
Read More...