କୋଟଗଡ଼ ବନାଞ୍ଚଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଚଳିତ ବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁଣି ଥରେ ଆଉ ଏକ ଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାସ୍କଟ ମାଧ୍ୟମରେ
Read More...

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିବସକୁ କୃଷକ ଦିବସ ରୂପେ ପାଳନ କରୁଛନ୍ତି ରାଜ୍ୟ ସରକାର। ଆଜି ଅଖି ମୁଠି ଅନୁକୂଳ ପାଇଁ ପାଗ ସମ୍ପୂର୍ଣ୍ଣ ଉପଯୋଗୀ
Read More...

ଗୌଡ଼ଚଞ୍ଚରା ଗ୍ରାମରେ ବୈଦିକ ଆଶ୍ରମ ଶୁଭାରମ୍ଭ

ନୂଆଗାଁ : ନୂଆଗାଁ ବ୍ଲକର ସିକ୍ରିଡା ଗ୍ରାମ ପଞ୍ଚାୟତର ଗୌଡ଼ ଚାଞ୍ଚରାପଲ୍ଲି ଗ୍ରାମରେ ବୈଦିକ ଆଶ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ଦାସିଆ ଅଜା ସଂଗ୍ରହାଳୟ ସମ୍ପାଦକ ଦୀପକ ପଟ୍ଟନାୟକ ଓ ନୂଆଗାଁ ପଞ୍ଚାୟତ
Read More...

ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ଆସିଲା ୨୦୦ ବର୍ଷର ପୁରାତନ ମନ୍ଦିର କବାଟ

ନୂଆଗାଁ : ନୟାଗଡ ସହରରବାସିନ୍ଦା ଓ ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜାତୀୟ ସ୍ତରରେ ସୁପ୍ରସିଦ୍ଧ ଚିତ୍ର ଶିଳ୍ପୀ ସଂଜୀବ କୁମାର ନାୟକ ନିଜର ପ୍ରିୟ ଜେଜେମା ସାବିତ୍ରୀ ନାୟକଙ୍କର ଅମ୍ଳାନ ସ୍ମୃତିକୁ ଦଶିଆ ଅଜାଙ୍କ ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଉଜ୍ଜୀବିତ କରି ରଖିବା ପାଇଁ
Read More...

୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୩ ବନ୍ଧୁକ ସହ ୪ ମୋବାଇଲ ଓ ଛୁରୀ ଜବତ

ପୁରୀ : ପୁରୀ ପୋଲିସକୁ ବଡ ସଫଳତା । ୩ ବନ୍ଧୁକ ସହ ୪ ମୋବାଇଲ ଓ ଛୁରୀ ଜବତ ହୋଇଛି । ସ୍ପେଶାଲ ସ୍କ୍ୱାର୍ଡ ଓ ତାଳବଣିଆ ଥାନା ପୋଲିସକୁ ମିଳିଛି ଏହି ସଫଳତା । ଏହି ଘଟଣାର ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ଅପରାଧୀଙ୍କ ବିରୁଦ୍ଧରେ ଜାରି ରହିବ ଅପରେସନ । ଏ ନେଇ ଏସପି
Read More...

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା : ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥ ରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି
Read More...

ପୁଣି କଲରାପତରିଆ ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା !

ନୂଆପଡ଼ା: ନୂଆପଡା ଜିଲ୍ଲା ସଦର ବ୍ଲକ କେନ୍ଦୁବାହାରା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ । ସକାଳୁ ବାଛୁରୀ ଅନ୍ୟ ଗାଈମାନଙ୍କ ସହ ଚରିବା ପାଇଁ ନିକସ୍ଥ ଜଙ୍ଗଲକୁ ଯାଇଥିଲ । ସେଠାରେ କଲରାପତରିଆ ବାଘ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହେଉଅଛି । ବାଛୁରୀ
Read More...

ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ…

ଭୁବନେଶ୍ୱର : ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,
Read More...

ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ : ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ମନ୍ତ୍ରୀ ଓ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରି କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଆଗାମୀ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୋଖରୀରେ ଚାପ ଖେଳ । ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ତେଣୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ
Read More...