ପୋଖରୀ ମଧ୍ୟରୁ ୫କୁଇଣ୍ଟାଲରୁ ଅଧିକ ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୫୩୮ କେଜି ଓଜନର ୨୭ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡି ଜବତ କରାଯାଇଥିବାର ଜଣାପଡିଛି । ଆଜି କୌଣସି ସୂତ୍ରରୁ ଖବର ପାଇ ଗାରବନ୍ଧ ଥାନା ଅଧିକାରୀ
Read More...

ଜୟଦେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ : ପୁରୀ ଜିଲ୍ଲାସ୍କୁଲ ନିକଟସ୍ଥ ପୁରୁଣା ସଦର ଥାନା ଛକଠାରେ ଗୀତଗୋବିନ୍ଦର ରଚୟିତା କବି ଜୟଦେବଙ୍କ ପ୍ରତମୂର୍ତ୍ତି ଶ୍ରୀ ଜୟଦେବ ଫାଉଣ୍ଡେସନ ପକ୍ଷରୁ ଗତକାଲି ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ପ୍ରାକ୍ତନ କମିଶନର ଦିଗମ୍ବର ମହାନ୍ତି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର
Read More...

ଲୋକାର୍ପିତ ଶଙ୍ଖ ଭବନ ଉତ୍ସବରେ ସାମିଲ ହେଲେ କନ୍ଧମାଳର ସମସ୍ତ ଜନ ପ୍ରତିନିଧି

ଫୁଲବାଣୀ: ଅକ୍ଷୟ ତୃତୀୟା ଦିନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ନୂତନ ଭାବେ ନିର୍ମିତ ହୋଇଥିବା ଶଙ୍ଖ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଶଙ୍ଖ ଭବନର ୨୦୨୧ ରଥ ଯାତ୍ରା ସମୟରେ ଏହି କୋଠାର ମୂଳଦୁଆ ପକାଯାଇଥିଲା । ବିଜେଡିର ଏହି ନୂତନ ପାର୍ଟୀ
Read More...

ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ

ଘୁ ଉଦୟଗିରି: ଟିକାବାଲି ବ୍ଲକ ପିକରଡ଼ି ପଞ୍ଚାୟତର ପାଟାପଦର ଗ୍ରାମରେ ବ୍ଲକସ୍ତରୀୟ କୃଷକ ଦିବସ "ଅକ୍ଷୟ ତୃତୀୟା' ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ । ଏହାଛଡ଼ା ଅନ୍ୟ ଅତିଥି ମଧ୍ୟରେ ଗଦଗୁଡା ସରପଞ୍ଚ
Read More...

ହରଭଙ୍ଗାରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଲଣ୍ଡରେଜୁର ଗ୍ରାମରେ ବ୍ଲକ ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର ପରମ୍ପରା ରୀତିନୀତିରେ ମାଟିମାକୁ ପୂଜା କରି ଜମିରେ ହଳ କରି ମୁଠି ଅନୁକୂଳ
Read More...

ସିନାପାଲିରେ ଅଖି ମୁଠି ଅନୁକୂଳ

ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୁଗେନପଦର ଠାରେ କୃଷୀ ବିଭାଗ ଦ୍ୱାରା ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରଯାଇଛି । କୃଷି ବିଭାଗ କାର୍ଯ୍ୟାଳୟ ପଛ ପଟେ ଥିବା ଜମିରେ ହଲ କରିବା ସହ ଅଖୀ ମୁଠି ଅନୁକୂଳ କରଯାଇଛି । ସିନାପାଲି ଅଞ୍ଚଳର ଆଦର୍ଶ ଚାଷୀ ଉଗ୍ରସେନ ମାଝି ଏହାର
Read More...

ରଥକାଠ ଅନୁକୂଳ ସହ ଆରମ୍ଭ ହେଲା ପ୍ରସିଦ୍ଧ ଚନ୍ଦନ ଯାତ୍ରା

ପୁରୀ:ଆଜି ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳା ଠାରେ ପହଞ୍ଚିବା ପରେ
Read More...

ମା’ ଭୈରବୀଙ୍କ ନୂତନ ମନ୍ଦିର ରତ୍ନମୁଦ ସ୍ଥାପନ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ସ୍ଥାପନ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଇଁ ଗତକାଲିଠୁ ଅଂଚଳର ହଜାରହଜାର ଭକ୍ତଙ୍କ ସମାଗମରେ ନାମସଂକୀର୍ତ୍ତନ, ଢୋଲ, ହରିବୋଲ, ହୁଳହୁଳିରେ ମାଙ୍କ କଳସ ଯାତ୍ରା
Read More...

ଜିଲ୍ଲା ସଂସ୍କୃତି ଭବନଠାରେ କବି ଜୟଦେବ ଜୟନ୍ତୀ ପାଳିତ

ନବରଙ୍ଗପୁର : ଗୀତ ଗୋବିନ୍ଦ କାବ୍ୟ ରଚନା କରି ପ୍ରସିଦ୍ଧ ଅର୍ଜନ କରିଥିବା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ
Read More...

ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ

ଫୁଲବାଣୀ:ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି)
Read More...