ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଟୀଝାର ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ବୀରନରସିଂହପୁର ପଂଚାୟତ ହାଟଗାଁ ଗ୍ରାମର ରାଜୁ ଦନାୟକ(୨୧) ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ପୁରୁଣାକଟକ ଆସିବା ପାଇଁ କୁଟୀଝାର ଛକଠାରେ!-->…
Read More...
Read More...