ରେଳ ଲାଇନରେ ଯୁବକଙ୍କ ହାତ କଟିଗଲା

0 69

ପୁରୀ : ଆଜି ସନ୍ଧ୍ୟାରେ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଶ୍ରମ ଛକ ନିକଟ ରେଳ ଲାଇନରେ ହାତ କଟିଯାଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ତାଙ୍କ ପରିଚୟ ମିଳିନଥିଲା । ପରେ ତାଙ୍କୁ ପଚରାଉଚରା କରିବାରୁ ସେ ଚମାର ସାହିର କାଳନ୍ଦୀ ବେହେରା ବୋଲି ଜଣାପଡିଛି । କଟାହାତ ସହ ୧୦୮ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

4 + two =