ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପ୍ରାକ୍ତନ ଏସପିଙ୍କ ଗୀତ ଓ ଜ଼ିଲ୍ଲାପାଳଙ୍କ ନାଚରେ ବିମୋହିତ ଦର୍ଶକ

ସୁବର୍ଣ୍ଣପୁର: ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା
Read More...

ଶ୍ରୀଲଙ୍କାର ଶୋଚନୀୟ ପରାଜୟ,୩-୦ରେ ସିରିଜ୍ ଜିତିଲା ଭାରତ

ଥିରୁଅନନ୍ତପୁରମ: ତୃତୀୟ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍‌ ମାରିଲା ସିଂହଳ ଟିମ୍। ଆଜି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଫଳରେ ଭାରତୀୟ ଟିମ୍ ୩୭୧ ରନ୍‌ରେ ବିଜୟ ହାସଲ
Read More...

ବିଜୁ ଏକ୍ସପ୍ରେସୱେ ରାସ୍ତା ନିମ୍ନମାନର ଅଭିଯୋଗ; ଯନ୍ତ୍ରୀଙ୍କ ଅନୁପସ୍ଥିତି, କାମ ବନ୍ଦ କଲେ ଗ୍ରାମବାସୀ

କୋକସରା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ ଆମପାଣି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଠିକା ସଂସ୍ଥା ବିୟୁ୍‌ଏମଏସଏଲ ଦ୍ୱାରା ବିଜୁ ଏକ୍ସପ୍ରେସୱେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ କୋକସରା ବ୍ଲକ ଡୁମେରବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତା କାମ ଜାରି
Read More...

ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ :ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୧ ରୁ ଜାନୁଆରୀ ୧୭) ୨୦୨୩ । ଆଜି ପଞ୍ଚମ ଦିବସରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବିରହରେକୃଷ୍ଣପୁର ଛକ ନିକଟରେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ "ଆମ ବାର୍ତ୍ତା,
Read More...

ସାରଙ୍ଗଡ଼ିଆନ୍‌ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବଲାଙ୍ଗୀରକୁ ହରାଇ ସାରଙ୍ଗଡ଼ ଚାମ୍ପିୟନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆଠାରେ ସାରଙ୍ଗଡ଼ ଫୁଟବଲ ଓ ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୁଲ୍ୟରେ ନବମ ରାଜ୍ୟସ୍ତରୀୟ ସାରଙ୍ଗଡ଼ ଫୁଟବଲ୍‌ ଚ୍ୟାଲେଞ୍ଜ କପ୍‌-୨୦୨୩ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀର ଓ
Read More...

ବୌଦ୍ଧ ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଚତୁର୍ଥ ସନ୍ଧ୍ୟା: ରଙ୍ଗାରଙ୍ଗ ନୃତ୍ୟ ଗୀତ ସାଙ୍ଗକୁ ହକି…

ବୌଦ୍ଧ,୧୫/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ରବିବାର ତୃତୀୟ ସନ୍ଧ୍ୟାରେ ଦେଉଳପଦର (ସୋନପୁର) ମାଟିର ଟେରାକୋଟା ଶିଳ୍ପୀ ବେଦମତି ରଣା, କମିରା (ସୋନପୁର)ର ସମ୍ବଲପୁରୀ ଶାଢ଼ୀ ବୁଣାକାର ଯୋଗେଶ୍ୱର ମେହେର, ବୌଦ୍ଧ
Read More...

ମହୋତ୍ସବ ଅବସରରେ ବୁଣାକାର ଆଲୋଚନାଚକ୍ର ଓ କର୍ମଶାଳା

ବୈାଦ୍ଧ,୧୫/୧;- ବୈାଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ପ୍ରଦର୍ଶନୀ ଅବସରରେ ମହୋତ୍ସବ ପଡିଆ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାର ବୁଣାକାର ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମା ଭୈରବୀ କଲେଜ ପୁରୁଣାକଟକର ଇତିହାସ ଅଧ୍ୟାପକ ଲଳିତ କୁମାର ମେହେରଙ୍କ
Read More...

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା,୧୫/୧ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ପଞ୍ଚାୟତ ଡୁମୁରୀମୁଣ୍ଡାସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ମୁଖ୍ୟ ପ୍ରତିଷ୍ଠାତା ଧରଣୀଧର ମେଣ୍ଡିଲି ସଭାପତିତ୍ୱ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ

ସୁବର୍ଣ୍ଣପୁର,୧୫/୧- ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଓ ମଞ୍ଚ ପୂଜା

ସୁବର୍ଣ୍ଣପୁର,୧୪/୧- ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ଓ ମାଁଙ୍କୁ ଆବାହନ ପରେ ଜ଼ିଲ୍ଲାର ଶହଶହ କଳାକାରଙ୍କୁ ନେଇ ଆଜି ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭହୋଇ ସହର ପରିକ୍ରମା କରିଥିଲା । ଦିନ
Read More...