ଥାନାରେ ଆତ୍ମ ସମର୍ପଣ କଲେ ଶୈଳେନ୍ଦ୍ର ଜେନା ହତ୍ୟାକାରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ମହୀପୁର ପାଟୁଳିସାହି ଶୈଳେନ୍ଦ୍ର ଜେନା ହତ୍ୟା ଘଟଣାର ମୁଖ୍ୟ ଆସାମୀ ଦିପୁ ସାହୁ ଓ ତାର ବାପା ହତ୍ୟାକାଣ୍ଡ ପରେ ଫେରାର ଥିବାବେଳେ ଆଜି ସକାଳୁ ଓଡଗାଁ ଥାନା ଅଧିନସ୍ଥ ବାହାଡଝୋଲା ଫାଣ୍ଡିରେ ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ହତ୍ୟା ଘଟଣା ସଂପର୍କରେ ତାଙ୍କୁ
Read More...

ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରିଟି
Read More...

ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ

ପୁରୀ : ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକଟି ଟିମରେ ୫ ଜଣ ସଦସ୍ୟ ରହିଛନ୍ତି । ୨ଟି
Read More...

ବିଜେପି ତରଫରୁ ଧାନ ମଣ୍ଡି ସମ୍ପର୍କରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଧାନ ମଣ୍ଡିର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଦାବି
Read More...

ନିଖୋଜ ପୁଅର ମୃତଦେହ ଉଦ୍ଧାର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡା ଗ୍ରାମର ବସନ୍ତ ଛଟେଇ ଓ କିଶୋରୀ ଛଟେଇଙ୍କ ୫ ବର୍ଷର ନିଖୋଜ ପୁଅ ପ୍ରଭୂପାଦ ଛଟେଇଙ୍କ ମୃତଦେହ ଘର ବାରିପଟ କୂଅରୁ ବିଳମ୍ବିତ ରାତିରେ ଠାବ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ପ୍ରଭୂପାଦ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଘର
Read More...

ବ୍ୟବସାୟୀଙ୍କ ହୃଦଘାତରେ ପରଲୋକ

ହରଭଙ୍ଗା,୨୨/୧୨:- ବ୍ୟବସାୟୀ ଅଶୋକ କୁମାର ସାହୁ( ୫୫)ଙ୍କ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କରଞ୍ଜକଟା ପଂଚାୟତ ଲକ୍ଷ୍ମଣପୁର ଗ୍ରାମ ନିବାସୀ ଅଶୋକ କୁମାର ସାହୁ ବାଣିଭୂଷଣପୁର ପଂଚାୟତ ଷ୍ଟଲ ଚାରିଛକ ଠାରେ ବହୁ ଦିନରୁ ଲୁଗାପଟା ବ୍ୟବସାୟ କରି ଆସୁଥିଲେ । ଆଜି ସକାଳେ
Read More...

ଭାରତରେ ବିଏଫ୍‌.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍‌.୭ ଏବଂ ବିଏଫ୍‌.୧୨ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ତେବେ ଏନେଇ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି। ଦେଶର ବିଭିନ୍ନ
Read More...

ବାଲୁକା ଶିଳ୍ପୀ ମାନସ ସାହୁ ଦ୍ୱାରା ବାଲୁକା କଳା ପାର୍କ

ପୁରୀ : ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ ।ପୁରୀ ବେଳାଭୂମିରେ ଲାଗିଛି ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ । ତେଣୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବା ସହିତ ପୁରୀ ବେଳଭୂମିର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ବାର୍ତ୍ତାଦେବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ବାଲୁକା
Read More...

ଏକାଡେମି ପୁରସ୍କାର ପ୍ରାପ୍ତ ଯୁବ କଳାକାରଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଓଡ଼ିଆ ନାଟକର ଏନ୍ତୁଡ଼ିଶାଳ ପାରଳାର ଜଣେ ମଂଚ କଳାକାରଙ୍କୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବା ପରେ ସାରା ଗଜପତି ଜିଲ୍ଲାରେ ଖୁସୀର ଲହରୀ ଖେଳି
Read More...

ଆଧାର ଅପଡେଟ୍‌ ନିହାତି ଜରୁରୀ

ପୁରୀ : ଅପଡେଟ୍‌ ହୋଇଥିବା ଆଧାର ଏକ ଶକ୍ତିଶାଳୀ ଆଧାର । ଏହା ଜୀବନ ପ୍ରଣାଳୀକୁ ସହଜ କରିଥାଏ ବୋଲି ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି
Read More...