ହୁ ହୁ ହେଇ ଜଳୁଛି ଲମ୍ବାଗୁଡ୍ରି-ପ୍ରେମଝରି ଗ୍ରାମକୁ ସଂଯୋଗ କରି ଥିବା କରେଣ୍ଟ, ବିଦ୍ୟୁତ ବିଭାଗ ଚୁପ୍
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଲମ୍ବାଗୁଡ୍ରି ଓ ପ୍ରେମଝରି ଗ୍ରାମକୁ ସଂଯୋଗ ହେଇଥିବା କରେଣ୍ଟ ଖୁଣ୍ଟରୁ ହୁ ହୁ ହୋଇ ନିଆଁ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଏହି ବାବଦରେ ଗ୍ରାମବାସୀ ଖଜୁରୀପଡ଼ା ବିଦ୍ୟୁତ୍ ବିଭାଗର ଜେଇଙ୍କୁ ଯୋଗାଯୋଗ କରି ବହୁବାର!-->…
Read More...
Read More...