ବିଶ୍ୱଭୂଷଣ ହେଲେ ଛତିଶଗଡ଼ ରାଜ୍ୟପାଳ

0 37

ଭୁବନେଶ୍ୱର: ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାରଣ ରାଷ୍ଟ୍ରପତି ମୋଟ ୧୩ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ତଦନୁଯାୟୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି ।  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସ.ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳଭାବେ ଦାୟିତ୍ୱ ଦିଆଯାଇଛି । 
ସେହିପରି ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ୱିକି ମଣିପୁର ରାଜ୍ୟପାଳଭାବେ ନିଯୁକ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × three =