ରଥଯାତ୍ରା ପାଇଁ ଗଲା ୧୦୪ ଖଣ୍ଡ ରଥକାଠ
ଦଶପଲ୍ଲା,୨୩/୧:- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ମୋଟ ୭୪୭ ଖଣ୍ଡ କାଠ ଦରକାର ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ୧୦୪ ଖଣ୍ଡ କାଠ ରଥଖଳାକୁ ପଠାଯାଇଛି । ଦଶପଲ୍ଲାର ଆରାଧ୍ୟ!-->…
Read More...
Read More...