ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା :ତାଳବାହାଲ ସେମିଫାଇନାଲ୍ରେ
ଜହ୍ନ ।ପଙ୍କ,୨୧/୧: ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଦ୍ୱିତୀୟ ଦିନର ମ୍ୟାଚ ତାଳବାହାଲ ଓ ମୁଣ୍ଡାପଡ଼ା ମଧ୍ୟରେ ହୋଇଥିଲା । ଏଥିରେ ତାଳବାହାଲ ୧-୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ!-->…
Read More...
Read More...