ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ : ପୁରୀର ମେରାଇନ ଥାନା ବାଲିଗୁଆଳି ବେଳାଭୂମିରୁ ଗତ ୨୬ ତାରିଖ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ସାଗରର ବାସିନ୍ଦା ପ୍ରହଲ୍ଲାଦ କୁସ୍ୱାଙ୍କ ଝିଅ ରାଧିକା କୁସ୍ୱା ବୋଲି ଜଣାପଡିଛି । ଗତ ୨୩ ତାରିଖ ରେ ପ୍ରହଲ୍ଲାଦ
Read More...

ଟିପି ଗ୍ରୁଫ ଅଫ ଏଜୁକେସନାଲ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି : ଟିପି ଗ୍ରୁଫ ଅଫ ଏଜୁକେସନାଲ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ରାଣୀ ପେଣ୍ଠ ସ୍ଥିତ ଟେକ୍ନୋ ପାର୍କ ପରିସରରେ ଆୟୋଜିନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଜପତି
Read More...

ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଏନ୍‌ଏସି ଓ ବ୍ଲକ୍‌ ସ୍ତରୀୟ କୋର୍‌ କମିଟି ଗଠିତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଓ ଏନ୍‌ଏସିର ସାମୂହିକ ବିକାଶକୁ ତ୍ୱରାନ୍ୱିତ କରିବା ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ କୋର୍‌ କମିଟି ଗଠନ କରାଯାଇଛି । ଏହି କୋର୍‌ କମିଟିରେ ଦଶପଲ୍ଲା ଅଂଚଳର ବହୁ ସମ୍ମାନସ୍ପଦ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି । ଏହି କମିଟିର ଉପଦେଷ୍ଟା ଭାବରେ
Read More...

କୁକୁଡାଖଣ୍ଡି ବ୍ଲକରେ ନୂତନ ସମିତିସଭ୍ୟ ସଂଘ ଗଠିତ

ଗଞ୍ଜାମ: କୁକୁଡାଖଣ୍ଡି ବ୍ଲକର ନବ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକର ନବନିର୍ବାଚିତ ସମିତିସଭ୍ୟ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି ।ନୂତନ ଭାବେ ଗଠନ ହୋଇଥିବା ସଂଘରେ ସଭାପତି ଭାବେ ବାଘଲଟି ସମିତିସଭ୍ୟ ସାରଥୀ ପ୍ରସାଦ
Read More...

ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ୭ ଛକା ଲଗାଇଲେ ଋତୁରାଜ

ନୂଆଦିଲ୍ଲୀ : ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଋତୁରାଜ ଗାଇକୱାଡ ଅଧିନାୟକ ଇନିଂସ ଖେଳିଥିଲେ । ସେ ୟୁପି ବିପକ୍ଷରେ ୧୫୯ ବଲରୁ ଅପରାଜିତ ୨୨୦ ସ୍କୋର କରିଥିଲେ । ଏହି ଇଂନିସରେ ୧୦ ଚୌକା ଓ ୧୬ ଛକା ଅନ୍ତର୍ଭୁକ୍ତ । ସେ ଗୋଟିଏ ଓଭରରେ ୭ ଛକା ସମେତ ୪୩ ରନ୍‌ ସଂଗ୍ରହ କରିଥିଲେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜର ପ୍ରତିନିଧି ଦଳ

ଭୁବନେଶ୍ବର: ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ନିଆଯାଇଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଲତା ସମାଜର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି। ଆଜି ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି
Read More...

କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ

ପୁରୀ : ଆଜିଠାରୁ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କୁମ୍ଭକାରମାନେ ବର୍ଷ ତମାମ ବୃତ୍ତି ପାଇଁ ବ୍ୟବହାର କରୁଥିବା ହାଣ୍ଡି,କୁଡୁଆ ଗଢ଼ା ବନ୍ଦ ରଖି
Read More...

ଅପହଞ୍ଚ ଅଞ୍ଚଳରେ ସାଂସଦ ସାମନ୍ତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଦୁର୍ଗମ ଅଞ୍ଚଳ ବଡବାରବା ପଞ୍ଚାୟତ ପରିସରରେ ବଡବାରବା ସରପଞ୍ଚ ରବିଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତବାସୀ ଡାକ୍ତରମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଦଶପଲ୍ଲା : ଆଜି ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ ଦଶପଲ୍ଲାର ଅନ୍ୟତମଧନ୍ୟବାଦ ବରପୁତ୍ର, ସ୍ୱର୍ଗତ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଜେପିଏମ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର
Read More...

ନାବାଳକର ବାଇକ୍‌ ଧକ୍କାରେ ଜଣେ ମୃତ

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛନ୍ତି ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା । ନାବାଳକ ମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବହୁ ଦୁର୍ଘଟଣା ଘଟିବା ସହିତ ଅକାଳରେ ଚାଲିଯାଉଛି ଅନେକ ଜୀବନ । ଏପରି ଏକ ଘଟଣା ଘଟିଛି, ଦଶପଲ୍ଲା - ଗଣିଆ ରାସ୍ତାର ଯୋଗୀବନ୍ଧ ନିକଟରେ । ନା
Read More...