ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକା ଛକଠାରେ ଚଢ଼ାଉ କରି ରମେଶ ଚନ୍ଦ୍ର ପ୍ରଧାନ(୩୨)ଙ୍କୁ ଗିରଫ କରି ତାଙ୍କଠାରୁ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣ ଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଛନ୍ତି । କାରଣ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନେ ୨୦୨୧ କୋଭିଡ ମହାମାରୀ ଭଳି ସମୟରେ ନିଜ ଜୀବନକୁ ବାଜି
Read More...

ଅଇଁଠାପାଲି ଥାନାରେ ରକ୍ତଦାନ ଶିବିର

ସମ୍ବଲପୁର:ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲ ମାନଙ୍କରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ନିରନ୍ତର ରକ୍ତର ଚାହିଦାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ଅଇଁଠାପାଲି ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି ଓ ଛୁରା ମାଡ ଘଟଣାରେ ୨ ଗିରଫ

ପୁରୀ : ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ପୁରୀ ଜିଆରପି ଓ ଆରପିଏଫ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ବୋଲୋଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ
Read More...

୪୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ବାୟାଳିଶିବାଟି ଗ୍ରାମର ଦୁଇ ଜଣ ହେରୋଇନ ବ୍ୟବସାୟୀ ତ୍ରିନାଥ ଭୋଇ(୩୨)
Read More...

ବାଇଶିପଲ୍ଲୀ ଅଂଚଳରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟମେଳା

ଦଶପଲ୍ଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡିଶା ଦ୍ୱାରା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଉପକେନ୍ଦ୍ର ଠାରେ ଆଜି ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଥିଲା ।
Read More...

କଣ୍ଟାବାଞ୍ଜି ଜିଲ୍ଲା ଦାବୀରେ ବନ୍ଦ ପାଳନ

ବଲାଙ୍ଗୀର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ବିଜେପି ସୁପ୍ରିମୋ ପ୍ରତିଶ୍ରୁତି ଦେବା ପରେ ଆଉ କେତେକ ସ୍ଥାନରେ ମଧ୍ୟ ସମାନ ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କଂଟାବାଞ୍ଜି ଜିଲ୍ଲା ଦାବୀରେ କଂଟାବାଞ୍ଜି ଓ ଆଖପାଖ ଅଞ୍ଚଳରେ ଆଜି ଜିଲ୍ଲା ଦାବୀରେ ୧୨ ଘଣ୍ଟିଆ ବନ୍ଦ ପାଳନ
Read More...

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌ ହେଲେ ପାକିସ୍ତାନର ନୂତନ ସେନାମୁଖ୍ୟ

ଇସ୍‌ଲାମାବାଦ୍‌: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି। ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯
Read More...

ସୁଖଦ ମୃତ୍ୟୁ : ନାମ ସଂକୀର୍ତ୍ତନ୍ୟ କରୁ କରୁ ଲିଭିଗଲା ଜୀବନଦୀପ

ସୋନପୁର : ବରଗଡ଼ ଜିଲ୍ଲା ଟୁକୁରା ଗାଁରେ ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ । ସତସଙ୍ଗ କାର୍ଯ୍ୟକ୍ରମ ଯଜ୍ଞର ପୂର୍ଣ୍ଣାହୁତି ବି ପଡି ସାରିଥିଲା । ମୁଖ୍ୟ ପୂଜକ ତଥା ପ୍ରସିଦ୍ଧ ପାରାୟଣ ଓ କୀର୍ତ୍ତନ୍ୟ ଗାୟକ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ବୋଲାଉଥିଲେ ।ମହାମନ୍ତ୍ର ଜୟ ଜଗଦୀଶ ହରେ ସ୍ୱରରେ
Read More...

ଲୋକପ୍ରିୟ ମହିଳା ତାରକା ଆଖ୍ୟା ପାଇଲେ ସାମନ୍ଥା, ପଛରେ ପଡିଲେ ଆଲିଆ-ଦୀପିକା

ଦକ୍ଷିଣ ଭାରତୀୟ ସିନେମା ଜଗତର ଷ୍ଟାର ତଥା ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ମୋଷ୍ଟ ଲୋକପ୍ରିୟ ମହିଳା ତାରକା ଆଖ୍ୟା ଅର୍ଜନ କରିଛନ୍ତି । ବାସ୍ତବରେ, ଅର୍ମାକ୍ସ ଷ୍ଟାର୍ସ ଇଣ୍ଡିଆ ଲଭ୍‌ ଦ୍ୱାରା ମୋଷ୍ଟ ଲୋକପ୍ରିୟ ମହିଳା ତାରକାଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ୧୦ ଜଣ
Read More...