ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌ ହେଲେ ପାକିସ୍ତାନର ନୂତନ ସେନାମୁଖ୍ୟ

0 57

ଇସ୍‌ଲାମାବାଦ୍‌: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି।

hiring

୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଦାୟୀ ସେନାମୁଖ୍ୟ ୬୧ ବର୍ଷିୟ ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ବାଜ୍‌ୱାଙ୍କଠାରୁ ନୂତନ‌ ସେନାମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ।

hiranchal ad1
Leave A Reply

Your email address will not be published.

eleven + twelve =