ଆଜି ବଲାଙ୍ଗୀର ଦିନ : ଉଠୁଛି ପଡୁଛି ସହର, ଦୁଲକିବ କୋଶଲ କଳାମଣ୍ଡପ
ବଲାଙ୍ଗୀର : ଆଜି ବଲାଙ୍ଗୀର ଦିନ ପାଳନ ପାଇଁ କମ୍ପୁଛି ବଲାଙ୍ଗୀର ସହର । ଐତିହାସିକ କୋଶଲ କଳାମଣ୍ଡପରୁ ବାହାରିଛି ବିରାଟ ସାଂସ୍କୃତିକ ଶୋଭାଯାତ୍ରା । ଢୋଲ ନିଶାନ ଘଣ୍ଟଘଣ୍ଟା, ଘୁମୁରା, ତାସା ଇତ୍ୟାଦି ଶଦ୍ଦରେ ସହର କମ୍ପୁଛି । ମୁଖ୍ୟ ରାସ୍ତାରେ ରଙ୍ଗ ବେରଙ୍ଗ ଭଳିକି ଭଳି ନୃତ୍ୟଗୀତରେ!-->…
Read More...
Read More...