ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ନାହିଁ ଆନ୍ତରିକତା: ପ୍ରତିବନ୍ଧକ ସାଜିଛି ଜଙ୍ଗଲ ଓ ହାତୀ ଚଲାପଥ ରାସ୍ତା
ଦଶପଲ୍ଲା,୨୬/୯: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଗତିପଥରେ ଜଙ୍ଗଲ ଜମି ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେ ବାଧା ଉପୁଜିଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ୬୮ କିମି ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ( ପିସିସିଏଫ୍ ) ଉକ୍ତ!-->…
Read More...
Read More...