କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି :
ଏଆଇଏସ ଅଫିସରଙ୍କୁ ଆଉ ମିଳିବନି ବିଶେଷ ଆର୍ଥିକ ସୁବିଧା
ନୂଆଦିଲ୍ଲୀ,୨୫/୯ : ସର୍ବ ଭାରତୀୟ ସେବା(ଏଆଇଏସ)ଅଧିକାରୀଙ୍କୁ ମିଳୁଥିବା ବିଶେଷ ସୁବିଧା ସଯୋଗ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ,ସେମାନଙ୍କୁ ମିଳୁଥିବା ଅତିରିକ୍ତ ଆର୍ଥିକ ଭତ୍ତା ଓ ଅନ୍ୟ କେତେକ ସୁବିଧା ଆଉ ପ୍ରଦାନ କରାଯିବ ନାହିଁ ।!-->…
Read More...
Read More...