ନବରଙ୍ଗପୁର “ଓଡିଶା ଏ ୧ ନିୟୁଜ’ ଅଫିସରୁ ଚୋରି
ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡା ସ୍ଥିତ ଏସପି ଅଫିସ ପଛପଟେ "ଓଡିଶା ଏ ୧ ନିୟୁଜ' ଚ୍ୟାନେଲ କାର୍ଯ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ରାତିରେ ଚୋର ମାନେ"ଓଡିଶା ଏ ୧ ନିୟୁଜ' ଚ୍ୟାନେଲ ଅଫିସର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ!-->…
Read More...
Read More...