ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍, ୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬!-->…
Read More...
Read More...