ଜୁଲାଇ ଶେଷ ସୁଦ୍ଧା ଯୁକ୍ତଦୁଇ ଫଳ

ଭୁବନେଶ୍ୱର:  କରୋନା ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ତେବେ   ପୂର୍ବ ପରୀକ୍ଷାର ମାର୍କକୁ ଆଧାର କରି ଏବେ ପରୀକ୍ଷା ଫଳ ପ୍ରକାଶ ପାଉଛି ।  ଗତ କିଛି ଦିନ ତଳେ ଏଭଳି ଢଙ୍ଗରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଆସନ୍ତା ଜୁଲାଇ ୩୧ ତାରିଖ ଭିତରେ +୨
Read More...

“ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରେ ଗାଁ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ

ସମ୍ବଲପୁର,୯/୭- ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କ ଜୀବିକା ସ୍ତରରେ ଅପେକ୍ଷିତ ଉନ୍ନତି ଆଣିବା ପାଇଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏହା ସହିତ ଅଣଧାନ ଫସଲ ପ୍ରତି ଲୋକଙ୍କ ରୁଚି ବଢ଼ା ଯାଉଛି, କାରଣ ଏହି ଅଞ୍ଚଳରେ ସମସ୍ତେ ତାହାରି ଭିତରେ ଆବଦ୍ଧ ରହି ଯାଇଛନ୍ତି ।
Read More...

ଚୋରି ଅଳଙ୍କାର ଓ ନଗଦ ଉଦ୍ଧାର ସହିତ ୫ ଗିରଫ

ସମ୍ବଲପୁର, ୯/୭- ସ୍ଥାନୀୟ ଶିକ୍ଷାନଗରୀ ବୁର୍ଲାରେ ଘଟିଥିବା ଏକ ବଡ଼ ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି । ପ୍ରାୟ ଦୁଇ ମାସ ପୂର୍ବେ ଘଟିଥିବା ଏହି ମାମଲାରେ ୨ ଜଣ ନାବାଳକ ସହିତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ତିନିଭରିର ସୁନା ଅଳଙ୍କାର, ଦୁଇଟି
Read More...

କୋଭିଡ ସ୍ଥିତିରେ ସୁଧାର ଯୋଗୁଁ ବୁର୍ଲା ବ୍ୟତୀତ ଜିଲ୍ଲାର ସବୁ ସିସିସି ବନ୍ଦ ହେବ

ସମ୍ବଲପୁର, ୯/୭- ସମ୍ବଲପୁର ଜିଲ୍ଲା କୋଭିଡ ସ୍ଥିତିରେ ବ୍ୟାପକ ସୁଧାର ଯୋଗୁଁ ସବୁ କୋଭିଡ କେୟାର ସେଣ୍ଟର (ସିସିସି) ଗୁଡ଼ିକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆବଶ୍ୟକ ସ୍ଥଳେ ବ୍ୟବହାର ସକାଶେ ଏକମାତ୍ର ବ୍ୟତିକ୍ରମ ରୂପେ ବୁର୍ଲା ସ୍ଥିତ ସିସିସି ସକ୍ରିୟ ରଖାଯିବ
Read More...

ବୌଦ୍ଧଜିଲ୍ଲା: ଖସୁଛି ସଂକ୍ରମଣ, ଆଜି ୯ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୯/୭: ଦୁଇଦିନ ହେଲାଣି ବୌଦ୍ଧଜିଲ୍ଲାରେ ସଂକ୍ରମଣ ଖସି ଏକକ ସଂଖ୍ୟାରେ ରହିଛି । ଆଜି ଜିଲ୍ଲାରୁୁ ୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ
Read More...

ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଆଳୁ ବଣ୍ଟନ

ଦାରିଙ୍ଗବାଡି,୯/୭: ଦାରିଙ୍ଗବାଡି ଉଦ୍ୟାନ ବିଭାଗ ପକ୍ଷରୁ ଉଦ୍ୟାନ ବିଭାଗ ପରିସର ମଧ୍ୟରେ ଦାରିଙ୍ଗବାଡି ଅଂଚଳର ଚାଷୀମାନଙ୍କୁ ବିହନ ଆଳୁ ବଣ୍ଟନ କରାଯାଇଛି । ଦାରିଙ୍ଗବାଡି ବ୍ଲକ ଅଂଚଳ ଚାଷୀ ମାନଙ୍କୁ ୭୦ ହେକ୍ଟର ଚାଷ କରିବା ନିମନ୍ତେ ୧ ହଜାର ୫୦ କ୍ୱିଣ୍ଟାଲ ବିହନ ଆଳୁ ଦିଆଯିବାର ଲକ୍ଷ୍ୟ
Read More...

ବାଳିକା ଏନସିସି ବାଟାଲିୟନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ,୯/୭: ରାୟଗଡର ୨ (ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନର କମାଣ୍ଡିଂ ଅଧିକାରୀ ଏବଂ ଷ୍ଟାଫ୍‌ଙ୍କ ଉପସ୍ଥିତିରେ ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ଼ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ଆଦି ୩ଟି
Read More...

୬ ମାସରେ ପେଟ୍ରୋଲ ଦର ଏତିକି ଟଙ୍କା ବଢିଛି

ନୂଆଦିଲ୍ଲୀ: ୨୦୨୧ ମସିହାରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢି ଚାଲିଛି । ଯଦି ଜାନୁଆରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁଳନା କରାଯାଏ ତେବେ, ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ମଧ୍ୟ ପ୍ରାୟ ୧୬ ଟଙ୍କା ବୃଦ୍ଧି ପାଇଛି । ଆଇଓସିଏଲ ତଥ୍ୟ
Read More...

ସଂକଟରେ ଆଗାମୀ ଭାରତ-ଶ୍ରୀଲଙ୍କା ସିରିଜ

କଲମ୍ବୋ : ସଙ୍କଟରେ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କୋଭିଡ-୧୯ ପଜିଟିଭ ହେବାପରେ ଭାରତ ସିରିଜକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାଣ୍ଟଙ୍କ ସମେତ ସବୁ ଶ୍ରୀଲଙ୍କା ଖେଳାଳିଙ୍କ ଇଂଲଣ୍ଡରୁ ଫେରିବା ପରେ ଆରଟି-ପିସିଆର ଟେଷ୍ଟ
Read More...