Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ବୌଦ୍ଧରେ ୧୫ ମିନିଟ୍ରେ ସରିଗଲା ୧୫ଶହ ଟିକାର ସ୍ଲଟ ବୁକିଙ୍ଗ : ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ
ବୌଦ୍ଧ,୧୫/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତାକାଲି ଆରମ୍ଭ ହେଉଛି । ଆଜି (ମଙ୍ଗଳବାର) ଦିନ ୧ଘଣ୍ଟା ସମୟରେ ସ୍ଲଟ ଖୋଲାଯିବାପରେ ୧୫ମିନିଟ ମଧ୍ୟରେ ୧୬, ୧୭ ଓ ୧୮ ତାରିଖ ପାଇଁ ଧାର୍ଯ୍ୟ ପ୍ରତ୍ୟେକ ଦିନର ୫୦୦ ଲେଖାଏଁ ଟିକା ବୁକିଙ୍ଗ!-->…
Read More...
Read More...
ଡବ୍ଲୁଟିସି ଫାଇନାଲ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ : ସାଉଥମ୍ପଟନ୍ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି । ବିଶ୍ୱକପ୍ ଟେଷ୍ଟ ବୋଲି ବିବେଚନା କରାଯାଉଥିବା ଫାଇନାଲରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଅଧିନାୟକ କେନ୍!-->…
Read More...
Read More...
ବୌଦ୍ଧ-ବଘିଆପଡା ରାସ୍ତା ପାଲଟିଛି ମରଣଜନ୍ତା !
ବୌଦ୍ଧ,୧୫/୬ - ବୌଦ୍ଧ ଠାରୁ ବଘିଆପଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣଜନ୍ତା ସାଜିଛି । ଗତ ୩ ବର୍ଷ ହେଲା ୧୮ କିଲୋମିଟର ରାସ୍ତା କାମ ଚାଲିଥିବା ବେଳେ କେବେ ସରିବାର ନାମ ନେଉନାହିଁ । ଅନେକ ସ୍ଥାନରେ ଅଧାପନ୍ତରିଆ କାମକରି ଠିକାସଂସ୍ଥା ପକାଇ ରଖୁଥିବା ହେତୁ ଦୈନନ୍ଦିନ!-->…
Read More...
Read More...
ବେଙ୍ଗଲ ବିଜେପିରେ ସଂକଟ : ରାଜ୍ୟପାଳଙ୍କ ସହ ବୈଠକରେ ସାମିଲ ହେଲେନି ୨୪ ବିଜେପି ବିଧାୟକ
କୋଲକତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ପୁରା ବଦଳିଯାଇଛି । ପୁଣିଥରେ ବେଙ୍ଗଲରେ ଦିଦି ସରକାର ଆସିବା ପରେ ଦଳଡିଆ ନେତାମାନେ ଏବେ ତୃଣମୂଳ କଂଗ୍ରେସକୁ ଫେରିବାକୁ ବ୍ୟାକୁଳ ହେଉଥିବା ଜଣାପଡିଛି । ନିକଟରେ ଟିଏମସି ଛାଡି ବିଜେପି ଯୋଗ!-->…
Read More...
Read More...
ବଲାଙ୍ଗୀରରେ ଯୁବକଙ୍କ ଉନ୍ମୁତ୍ତ କାଣ୍ଡ, ବନ୍ଧୁକ ଧରି ଆତଙ୍କ ଖେଳାଉଛି
ବଲାଙ୍ଗୀର :ବଲାଙ୍ଗୀର ସହରର ଶାନ୍ତିପଡାରେ ଜଣେ ଯୁବକ ଏକ ଘର ଭିତରକୁ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଛି । ଘର ମାଲିକ ଓ ପରିବାର ଲୋକଙ୍କୁ ଯୁବକ ଜଣକ ଅଟକ ରଖିଛି । ପାଖକୁ କେହି ଆସିଲେ ନିଜକୁ ବନ୍ଧୁକରେ ମାରି ଦେବି ବୋଲି ବୋଲି ଧମକ ଦେଉଛି । ଏହି ଘଟଣା ଖବର ପାଇଁ ବଲାଙ୍ଗୀର ପୁଲିସ!-->…
Read More...
Read More...
ଦଶପଲ୍ଲା ପଶ୍ଚିମାଞ୍ଚଳରେ ଡାକ୍ତର ମରୁଡି
ଦଶପଲ୍ଲା ,୧୫/୬:- ସାରା ବିଶ୍ୱ ବର୍ତ୍ତମାନ କରୋନାର କରୁଣ ପରିଣତି ଭୋଗୁଥିବା ବେଳେ ସମଗ୍ର ବିଶ୍ୱବାସୀ ହାହୁତାଶରେ ଜୀବନ କାଟୁଛନ୍ତି । କରୋନାର ଦ୍ୱୀତୀୟ ଲହର୍ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନକୁ । ଏଭଳି ଏକ ସଂକଟ ସମୟରେ , ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା,ବାଣିଗୋଛା, କୁଜାମେଣ୍ଢି,!-->…
Read More...
Read More...
ବୌଦ୍ଧ : କମିକମି ଆସୁଛି ସଂକ୍ରମଣ, ଏକ ଅଙ୍କରେ ବୌଦ୍ଧ ଏନ.ଏ.ସି. ଓ ହରଭଙ୍ଗା ବ୍ଲକ୍
ବୌଦ୍ଧ,୧୫/୬- ଜୁନ୍ ଦ୍ୱିତୀୟ ସପ୍ତାହରୁ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ଆଶ୍ୱସ୍ତିର ବିଷୟ ଅଟେ । ଗୋଟିଏ ଦିନକୁ ଛାଡି ଦେଲେ ଶତକ ତଳେ ରହିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଆଜି ଜିଲ୍ଲାରେ ୫୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ଅଧିକ କରୋନା ରୋଗୀ!-->…
Read More...
Read More...