ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୧ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୯୭ ଜଣ ଲୋକାଲ୍‌
Read More...

ରାତିରେ ନିଦ ହେଉନାହିଁ କି? ତାହେଲେ ଆପଣାନ୍ତୁ ଏହି ଉପାୟ…

ଭୁୁବନେଶ୍ୱର : ଦିନସାରା କାମ ଓ ଥକାପଣ ଯୋଗୁଁ ନିଦ ଆସିବା ସ୍ୱାଭାବିକ କଥା । ହେଲେ କିଛି ଲୋକ ଅଛନ୍ତି ଯିଏ କି ଦିନସାରା କାମ କରିବା ପରେ ମଧ୍ୟ ସେମାନଙ୍କୁ ରାତିରେ ନିଦ ଆସେ ନାହିଁ । ଆଉ ନିଦ ନହେବା ସମସ୍ୟା ଏତେ ବଢି ଯାଏ ଯେ ତାହା ସେମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ
Read More...

ଦୀପାବଳୀରେ ଫୁଟିବନି ବାଣ,ଏସବୁ ରାଜ୍ୟ କଲେ ବ୍ୟାନ୍

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ପାର୍ବଣ ଋତୁ ଆସି ପହଞ୍ଚିଯାଇଛି । ତେଣୁ ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ପାର୍ବଣ ସମୟରେ ଲୋକମାନେ ଅନେକ ସ୍ଥାନରେ ଭିଡ଼ ଜମାଇପାରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି
Read More...

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳିନ ବୈଠକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ବରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ ସଂଘର ସଂପାଦକ ବିମଳ
Read More...

ଜାନୁଆରୀରେ ବାଜିବ ନାଗିନ୍‌ ଫେମ୍‌ ମୌନିଙ୍କ ଶାହାନାଇ

ମୁମ୍ବାଇ : ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ ଶୀଘ୍ର ହେବେ ହାତକୁ ଦି ହାତ । ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବେ ବିବାହ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ । ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ । ଏନେଇ ମୌନିଙ୍କ ଜଣେ
Read More...

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାଶ

ଭୁବନେଶ୍ୱର : ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଝାଡଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିରେ ଅନୁରୋଧ । ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଶିକ୍ଷାକୁ ବନ୍ଦ କରାଯାଇନାହିଁ ।
Read More...

ଜିଲ୍ଲାପାଳ ଦେଲେ ୬ ଗୁରୁମନ୍ତ୍ର, ଜାଣନ୍ତୁ କ’ଣ ସେହି ଗୁରୁମନ୍ତ୍ର

ଦଶପଲ୍ଲା : ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ଅଧକ୍ଷ୍ୟତାରେ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାର ବିଡ଼ିଓ ମାନଙ୍କ ସହିତ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ଡ଼ଃ ଟୁଡୁ ୬ଟି ଗୁରୁତ୍ୱପୂର୍ଣ୍ଣ ଵିଷୟରେ ଆଲୋଚନା କରିଥିଲେ। ପ୍ରଥମତଃ ଡିସେମ୍ବର ମାସ
Read More...

କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ; ଶାହାଙ୍କ ସହ ସାକ୍ଷାତ ପରେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ବିଜେପିରେ ସାମିଲ
Read More...

ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲହଣ୍ଡା ଠାରେ ରାଲି ଓ ଜନସଭା ସହିତ ରାଷ୍ଟ୍ରୀୟ ପୋଷଣ…

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଲହଣ୍ଡା ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏହାକୁ ଲହଣ୍ଡା ସରପଂଚ ଶ୍ରୀମତି ଉର୍ମିଳା ବାରିକ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ଉଦଘାଟନ
Read More...

କେନାଲ୍ ଥାଇ ମଧ୍ୟ ତଳମୁଣ୍ଡରେ ନାହିଁ ପାଣି , ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକର ଅଧିକାଂଶ ଗାଁ ହେଉଛି ଜଳସେଚିତ । ଜାଲ ଭଳି ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଛନ୍ଦି ହୋଇଛି ବରଗଡ ମୁଖ୍ୟ କେନାଲ । ବିନିକା ଏବଂ ଡୁଙ୍ଗୁରୀପାଲି ବ୍ଲକକୁ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ମଧ୍ୟ କୁହାଯାଏ । ତେବେ ପ୍ରତିବର୍ଷ
Read More...