ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ; ଜାଣନ୍ତୁ କେଉଁ ତାରିଖରେ ପଡ଼େ କେଉଁ ଶ୍ରାଦ୍ଧ

ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ ବା ମହାଳୟ । ଭାଦ୍ରବ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଅଶ୍ୱିନ ମାସର କୃଷ୍ଣପକ୍ଷର ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ଚାଲେ । ଅଶ୍ୱିନ ମାସର କୃଷ୍ଣପକ୍ଷକୁ ହିଁ ପିତୃପକ୍ଷ କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହାର ଗୁରୁତ୍ୱ ଅଧିକ
Read More...

୧୯ ଲକ୍ଷରେ ନିଲାମ ହେଲା ଲଡୁ

ହାଇଦ୍ରାବାଦ : ହାଇଦ୍ରାବାଦରେ ଗଣେଶ ପୂଜା ଉତ୍ସବକୁ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ । ଏହି କ୍ରମରେ ଭଗବାନ ଗଣେଶଙ୍କ ଏକ ପୂଜା ମଣ୍ଡପରେ ଥିବା ଏକ ଲଡୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ବାଲାପୁର ପୂଜା ମଣ୍ଡପର ଏହି ଲଡୁ ଥିଲା । ଏହି ଲଡୁର
Read More...

ଶାଳିଆ ନଦୀରେ ଭାସିଗଲେ ବୃଦ୍ଧ; ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ଘଟଣା। ୨୪ଘଣ୍ଟା ପରେ ବି ମିଳିନି ବୃଦ୍ଧଙ୍କ ପତ୍ତା। ଗତକାଲି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ଶାଳିଆ ନଦୀର ଜାମୁଆ ତୁଠରେ ମାଣିକପୁର ଗାଁର ଚରଣ ବେହେରା ଭାସିଯାଇଥିଲେ। ସ୍ଥାନୀୟଲୋକ ଖବର ଦେବା
Read More...

ଆଇପିଏଲ ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ ବ୍ୟାନ କରିଛି ତାଲିବାନ । ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ
Read More...

ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। । ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା।
Read More...

କିଆକଟା ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

କିଆକଟା:ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ଶଙ୍ଖାମାଳ ଗ୍ରାମର ଅସହାୟ ବିଧବା ମହିଳା କୋକେଇ ବେହେରା (35) ଓ ଝିଅ ଲଭଲୀ ବେହେରା(9)ଙ୍କୁ ଆଜି ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଚୂଡ଼ା, ଚାଉଳ, ଶାଢ଼ୀ, ଡ୍ରେସ, ରାସନ ସାମଗ୍ରୀ ପ୍ରଦାନ କରାଯାଇଛି I ସୂଚନା ଯୋଗ୍ୟ ଯେ କୋକେଇଙ୍କର ସ୍ୱାମୀ ଚଳିତବର୍ଷ
Read More...

‘ସ୍ୱର୍ଗକୁ ସିଡ଼ି’ ଭାଙ୍ଗିବାକୁ ଯୋଜନା କରାଯାଉଛି କାହିଁକି, ଜାଣନ୍ତୁ ଏହାର କାରଣ

ଆମେରିକାର ହାୱାଇ ରାଜ୍ୟରେ ହୋନଲୁଲୁରେ ୩୯୨୨ ଷ୍ଟେପ୍ ଥିବା ଏକ ସିଡ଼ି ରହିଛି । ଯାହା ଲୋକଙ୍କୁ ହେକୁ ଉପତ୍ୟକା ଠାରୁ ୨୪୦୦ ଫୁଟ ଉଚ୍ଚକୁ ନେଇଥାଏ । ‘ସ୍ୱର୍ଗକୁ ସିଡ଼ି’ ନାମରେ ଜଣାଶୁଣା ଏହି ପାର୍ବତ୍ୟ ରାସ୍ତାରେ ଚଢିବା ପାଇଁ ପ୍ରତିବର୍ଷ ଶହ ଶହ ଲୋକ ପହଞ୍ଚନ୍ତି, କିନ୍ତୁ ବର୍ତ୍ତମାନ ଏହି
Read More...

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ
Read More...

ପ୍ରତିବର୍ଷ ବିଶ୍ୱରେ କରୁଛନ୍ତି ଆତ୍ମହତ୍ୟା ୭ ଲକ୍ଷରୁ ଅଧିକ ଲୋକ,ଜାଣନ୍ତୁ କଣ ହୋଇପାରେ କାରଣ

ଏକ ସର୍ଭେରୁ ଜଣାଯାଇଛିକି ୧୫ ରୁ ୧୯ ବର୍ଷ ମଧ୍ୟରେ ଯୁବକଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା । ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଥିବା ନେଇ ରେକର୍ଡ ହୋଇଛି । ଯାହା ମଧ୍ୟରୁ ୭୭ ପ୍ରତିଶତ ହେଉଛନ୍ତି ନିମ୍ନ ତଥା ମାଧ୍ୟମ ଆୟକାରୀ ବ୍ୟକ୍ତି । ବିଶ୍ୱ
Read More...

ପୃଥିବୀ ଉପରେ ମାଡ଼ି ଆସୁଛି ଭୟଙ୍କର ସୁନାମୀ

ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ। ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ। ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ। ନିକଟରେ ଜଳବାୟୁ ପରିବର୍ତ୍ତନ ନେଇ ଏକ ଅଧ୍ୟୟନ ହୋଇଥିଲା। ଏହି ରିସର୍ଚ୍ଚରେ
Read More...