ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀଓ କର୍ମଚାରୀ ମାନେ ମିଶି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ 69,000 ଟଙ୍କା ଅନ ଲାଇନ ମାଧ୍ୟମରେ ପ୍ରଦାନ କରିଛନ୍ତି।ଏହି ସହାୟତା କୋରନାର ମୁକାବିଲା ସକାଶେ!-->…
Read More...
Read More...