ଓଡିଶା ବାହାରେ ଅଟକ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ କାର୍ଯ୍ୟ ଜାରି ରଖିଛନ୍ତି

ଭୁବନେଶ୍ୱର : ଓଡିଶା ବାହାରେ ଅଟକ ପଡିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ସହାୟତା କେନ୍ଦ୍ର ସ୍ଥାପନ କରାଯିବା ସହିତ
Read More...

କୋଭିଜ-୧୯ ପରିଚାଳନା ପାଇଁ ଜିଲ୍ଲାୱାରୀ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ ୧୯ର ସୁପରିଚାଳନ ପାଇଁ ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ସହର ପାଇଁ ବରିଷ୍ଠ ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର,
Read More...

୧୪ଦିନିଆ କ୍ୱାରେଣ୍ଟାଇନ ବେଳେ ଓଡ଼ିଶା ଫେରନ୍ତା କେଉଁ ବାରରେ କ’ଣ ଖାଇବେ ଜାଣନ୍ତୁ

ଭୁବନେଶ୍ୱର : ବାହାର ରାଜ୍ୟରୁ ଓଡିଶାକୁ ଫେରିବା ଆରମ୍ଭ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ସେମାନେ ଓଡିଶା ମାଟିରେ ପାଦ ରଖିବା ମାତ୍ରେ ହେଲ୍‌ଥ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟ କରାଯିବା ସହିତ ସେମାନଙ୍କର
Read More...

କିମ୍‍ସରେ ବିରଳ ଅସ୍ତ୍ରୋପଚାର, ୭ବର୍ଷ ଶିଶୁ ଫୁସ୍‍ଫୁସ୍‍ରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସ୍ ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ ରେ ଅଟକି ରହିଥିଲା । ଫଳରେ ଶିଶୁଟିର
Read More...

କୋଭିଡ ୧୯ ସଂକ୍ରମଣ ରୋକିବା ନିମନ୍ତେ ସେଲ ଆରଏସପିର ଇସ୍ପାତ ସହରାଞ୍ଚଳରେ ବ୍ୟାପକ ବିଶୋଧନ ଅଭିଯାନ ଜାରି

ରାଉରକେଲା :ବୈଶ୍ଵିକ ମହାମାରୀ କୋଭିଡ ୧୯ ସୃଷ୍ଟି କରିଥିବା ବୃହତ ଆହ୍ଵାନ ଦୃଷ୍ଟିରୁ ସେଲ ରାଉରକେଲା ଇସ୍ପାତ କାରଖାନା ଏହି ଭୟାବହ ରୋଗ ସଂକ୍ରମଣର ପ୍ରତିରୋଧ ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି । କାରଖାନାର ସହର ଇଞ୍ଜିନିୟରିଂ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ବିଭାଗ
Read More...

ଯୁବ ସମାଜସେବୀଙ୍କ ଦ୍ଵାରା ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ମାସ୍କ ବଣ୍ଟନ

ୱାର୍ଡ ନଂ - ୧୯ ର ଯୁବ ସମାଜ ସେବୀ ଭାରତ ଚମ୍ପତ୍ତିରାୟଙ୍କ ନିଜସ୍ୱ ଉଦ୍ୟମରେ ଜି. ଜି. ପି. କଲୋନୀ ତଥା ଆଖପାଖ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ l ପ୍ରାୟତଃ ୬୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଥିଲେ l ସଫେଇ
Read More...

ଧାନବିହନ ମିଳିବାନେଇ ଅନିଶ୍ଚିତତା, ଚାଷୀ ହତାଶ

ବୌଦ୍ଧ:ଅକ୍ଷୟ ତୃତୀୟା ଚାଲିଗଲାଣି । ଅକ୍ଷିମୁଠି ଅନୁକୂଳ ହୋଇପାରିଲାନି ଚାଷୀର ବିହନ ଅଭାବ ଯୋଗୁଁ । ବିହନ ନିଗମର ପାଲଝାର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା । ପ୍ରାୟ ୬୫୧୮ କ୍ୱିଣ୍ଟାଲ ବିହନର ପ୍ରକ୍ରିୟାକରଣ ଓ ପ୍ୟାକିଂ ସରିଯାଇଛି ହେଲେ ତାହାରମାନ ପରୀକ୍ଷଣ ହୋଇପାରିନଥିବାରୁ
Read More...

ବ୍ୟାପକ ଜନବିରୋଧ ପରେ ଫେରାଇ ଦିଆଗଲା ରାଉରକେଲାରୁ ଭୀମସାରକୁ ୬ ସନ୍ଦିଗ୍ଧ କରୋନା ରୋଗୀ ପଠାଯାଇଥିଲା

ସମ୍ବଲପୁର: ଓଡିଶା ରାଜ୍ୟ ସହିତ ସମଗ୍ର ଦେଶରେ ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଉଛି । ରାଜ୍ୟର କିଛି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପ୍ରକ୍ରିୟା ଅବ୍ୟାହତ ରହିଛି କିନ୍ତୁ ସୌଭାଗ୍ୟକ୍ରମେ ଏଠାରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲା ପ୍ରକାଶକୁ ଆସିନାହିଁ
Read More...

ସଚିନ୍‌ଙ୍କୁ ୱାର୍ଣ୍ଣେ ବୋଲିଂ କଲାବେଳେ ମୂଷା-ବିଲେଇ ଖେଳ ପରି ଲାଗେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣେ ବୋଲିଂ କରିବାକୁ ଆସିଲେ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍ ଥରହର ହୋଇପଡ଼ନ୍ତି । ୱାର୍ଣ୍ଣେ କଳେ ବଳେ, କୌଶଳେ ଯେପରି ହେଲେ ୱିକେଟ୍ ନେବା କଥା ନେବେ । ତେଣୁ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍‌ମାନେ ତାଙ୍କୁ ସତର୍କତା ସହିତ ଖେଳନ୍ତି ।
Read More...

ବଟିଆଦାୟ ଅଭିଯୋଗରେ ୩ ଗିରଫ : କରୋନା ସଂକଟ ସମୟରେ ଅପରାଧର ଅଭିନବ ପନ୍ଥା

ସମ୍ବଲପୁର: ଆସନ୍ତା ୩ ତାରିଖରୁ ବାହାରେ ଫସିଥିବା ଲୋକଙ୍କ ଫେରିବା ପାଇଁ ବାଟ ଖୋଲୁଛି ଏହି ସୁଯୋଗର ଫାଇଦା ନେଇ ଅପରାଧର ଅଭିନବ ପନ୍ଥା ମଧ୍ୟ କିଛି ଅପରାଧୀ ଖୋଜି ପାଇଛନ୍ତି । ଲକଡାଉନ ପରେ ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି । ହେଲେ କିଛି ଲୋକେ
Read More...