ଦୁର୍ନୀତିଖୋରଙ୍କୁ ଉଚିତ୍ ଶିକ୍ଷା ମିଳିଛି: ରମିଜ୍ ରାଜା

ଇସଲାମାବାଦ : ଗତକାଲି ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କୁ ତିନି ବର୍ଷ ପାଇଁ ବାସନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେବା ଉଚିତ୍ ।…
Read More...

ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ

ସମ୍ବଲପୁର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍‌, ଜଗନ୍ନାଥ କ୍ଷେତ୍ର ତାଳଚେରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ମହାମାରୀ କରୋନାରେ ସଂକ୍ରମିତ ହେଉଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ୫୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅନନ୍ୟା ମହିଳା ମଣ୍ଡଳର…
Read More...

ବୁଟୁପାଲି-ବଘିଆପଡା ରାସ୍ତା : ଅଧପନ୍ତରିଆ କାମ ଯୋଗୁଁ ଜନ ଅସନ୍ତୋଷ

ବୌଦ୍ଧ:ଜାତୀୟ ରାଜପଥ ୫୭ର ବୁଟୁପାଲି ଠାରୁ ବଘିଆପଡାକୁ ଯାଇଥିବା ୧୮ କି.ମି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ରାସ୍ତା ପ୍ରଶସ୍ତିକରଣ ନାମରେ ବିଭିନ୍ନ ଜାଗାରେ ରାସ୍ତାକୁ ଖୋଳିଦେଇ କାମନକରି ହାତବାନ୍ଧି ବସିରହିଛି ଠିକାସଂସ୍ଥା ଏଆର୍‌ଏସ୍‌ଏସ୍ । ଯାହାଫଳରେ ଏ…
Read More...

ଘର ମୁହାଁ ପ୍ରବାସୀ, କଟକଣାକୁ ବେଖାତିର : କ୍ୱାରେଣ୍ଟାଇନର ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରୁ ସେମାନେ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ଆସିବେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ଓ ଗୁଜୁରାଟର…
Read More...

କେଉଁ ଦିନ ଖିଅର ହେବେ କେଉଁ ଦିନ ହେବେନି !

ହିନ୍ଦୁ ଶାସ୍ତ୍ର ଅନୁସାରେ ଖିଅର ହେବକୁ ନେଇ ଗୁଡାଏ ନିୟମ ରହିଛି । କେଉଁ ଦିନ ଖିଅର ହେଲେ କ\'ଣ କ୍ଷତି ହୋଇଥାଏ ଏବଂ କେଉଁ ଦିନମାନଙ୍କରେ ଖିଅର ହେବା ଉଚିତ୍ ଏହି ସମସ୍ତ କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।ରବିବାର : ରବିବାର ଦିନ ଖିଅର ହେଲେ ଦୁଃଖ ପ୍ରାପ୍ତି ହୋଇଥାଏ ।ସୋମବାର : ସୋମବାର…
Read More...

ଚୁମ୍ବନ ଦେବା ସମୟରେ ଆଖି ବନ୍ଦ ହୋଇଥାଏ କାହିଁକି ?

ଚୁମ୍ବନ ବା "କିସ୍‌' ହେଉଛି ଏପରି ଏକ ଅନ୍ତରଙ୍ଗ ମାଧ୍ୟମ, ଯାହାକି ଭଲ ପାଇବାକୁ ପରିପ୍ରକାଶ କରିଥାଏ । ଏହି କାରଣ ପାଇଁ ପ୍ରେମୀଯୁଗଳ ପରସ୍ପରକୁ "କିସ୍‌' ବା "ଚୁମ୍ବନ' ଦେଇ ମନୋଭାବ ବ୍ୟକ୍ତ କରିଥାଆନ୍ତି । ଏହା ଏକ ସରଳ ଓ ଶକ୍ତିଶାଳୀ ମାଧ୍ୟମ ବୋଲି ବିବେଚନା କରାଯାଏ । ତେବେ ଚୁମ୍ବନ…
Read More...

W.A.R.D ସଂସ୍ଥା ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

ରାଇକିଆ: ଆଜି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବେରେଡାକିଆ ଏବଂ ସୁଗଡ଼ବାଡ଼ି ଗ୍ରାମପଞ୍ଚାୟତ ଅଞ୍ଚଳରେ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ, ଗୁଞ୍ଜ ସଂସ୍ଥାର ପ୍ରତିଷ୍ଠାତା-ଅଂଶୁ ଗୁପ୍ତାଙ୍କ ନିର୍ଦେଶ କ୍ରମେ ଗୁଞ୍ଜ ସଂସ୍ଥା ଓଡ଼ିଶା ଶାଖାର ମୁଖ୍ୟ- ସୁରେଶ…
Read More...

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ, ୪ ଜଣ ରାଉରକେଲା ନାଲାରୋଡ଼ର

ରାଉରକେଲା : ଆଜି ସକାଳେ ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି । ଏବେ ୮୦ ଜଣ ଚିକିତ୍ସିତ…
Read More...

ମଧୁବାବୁଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ

ବିଜୁ ଜନତା ଦଳ ପାରାଦୀପ ଓ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାରାଦୀପ ତରଫରୁ ମଧୁବାବୁ ଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ I ଏହି ଅବସରରେ ଶ୍ରୀ ଯୁକ୍ତ ବସନ୍ତ ବିଶ୍ଵାଳ (ସଭାପତି, ବିଜୁ ଜନତା ଦଳ ପାରାଦୀପ) କୁମର୍ ବର ନାୟକ (ଉପ ସଭାପତି) ଆଲୋକ ମହାପାତ୍ର (ଯୁବ ସଭାପତି) ସୁରେଶ ଚନ୍ଦ୍ର…
Read More...

କରୋନା ସଚେତନ ପାଇଁ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ : ଚିତ୍ର ମାଧ୍ୟମରେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା

ବାଲିଗୁଡ଼ା: ସଚେତନତା ପାଇଁ ଚିତ୍ର ଶୀଳ୍ପୀଙ୍କ ନିଆରା ପ୍ରୟାସ । କରୋନା ଯୁଦ୍ଧରେ ଏହି ଯୋଦ୍ଧାଙ୍କ ଅସ୍ତ୍ର ସାଜିଛି ରଙ୍ଗ ଆଉ ତୁଳୀ । ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ…
Read More...