ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଜଣେ ମୃତ

ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର । ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତକ RKD ଠିକା ସଂସ୍ଥାର ସିଭିଲ୍ ଇଞିନିୟର ସୁର୍ଯ୍ୟକାନ୍ତ ସେନାପତି ବୋଲି ଜଣାପଡିଛି
Read More...

ଜାଣନ୍ତୁ, ଅଗ୍ନି ପରିକ୍ରମା ସମୟରେ ନବବଧୂ ଆଗରେ ରହେ କାହିଁକି ?

ସ୍ୱୟଂ ଦେବତାମାନେ ମଧ୍ୟ ନାରୀକୁ ପ୍ରଥମ ସ୍ଥାନ ପ୍ରଦାନ କରି ଅଛନ୍ତି । ନାରୀଜାତି ମାତୃଜାତି ହୋଇଥିବାରୁ ସେ ସଦାସର୍ବଦା ଅଗ୍ରପୂଜ୍ୟ ଅଟେ । ଦେବତାଙ୍କର ନାମ ସ୍ମରଣ ବା ଜପ ସମୟରେ ଆପଣ ନିଶ୍ଚିତ ଶୁଣିଥିବେ ରାଧେ କୃଷ୍ଣ, ସୀତା-ରାମ, ଗିରିଜା ଶଙ୍କର ଇତ୍ୟାଦି ଶବ୍ଦ । ଏଥିରୁ ସ୍ପଷ୍ଟ
Read More...

ଦେଶରେ ପ୍ରଥମ : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ବେଦିକ୍‍ ମେମୋରି ଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ଦେଶର ପ୍ରଥମ ବେଦିକ୍‍ ମେମୋରୀ ଲ୍ୟାବ୍‍ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସୋମବାର ଉଦ୍‍ଘାଟିତ ହୋଇଯାଇଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଲ୍ୟାବ୍‍କୁ ଉଦ୍‍ଘାଟନ କରି କହିଲେ, ବୈଦିକ ଯୁଗରେ କୌଣସି ଲିଖିତ ବ୍ୟବସ୍ଥା ନଥିବାରୁ
Read More...

ଆସ୍ଥାଭୋଟ ଜିଣିଲେ ୟେଦିୟୁରପ୍ପା

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ବିଏସ୍ ୟେଦିୟୁରପ୍ପା ସରକାର ବିଜୟୀ ହୋଇଛନ୍ତି । ଏଥିସହିତ ରାଜନୈତିକ ସସ୍ପେନ୍ସର ଅବସାନ ଘଟିଛି । ଗୋଟିଏ ପଟେ ସରକାର ଆସ୍ଥା ଭୋଟରେ ଜିଣିଥିବା ବେଳେ ଅନ୍ୟପଟେ ବାଚସ୍ପତି କେ.ଆର୍. ରମେଶ କୁମାର ତାଙ୍କ ପଦରୁ ଇସ୍ତଫା
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫"ଟି' ସଚିବ ଭାବେ ପାଣ୍ଡିଆନ ଦାୟିତ୍ୱ ପାଇଛନ୍ତି । ୫ଟି ହେଉଛି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍,
Read More...

ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା

ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି
Read More...

ସାମାନ୍ୟ ବର୍ଷା ଯୋଗୁଁ ଚାଷୀମନରେ ଆଶାର ସଂଚାର : ହୀରାକୁଦ ଜଳଭଣ୍ଡାର ର ସ୍ଥିତିରେ ଉନ୍ନତି

ସମ୍ୱଲପୁର : ଏବର୍ଷ ଅନାବୃଷ୍ଟି ଆଶଙ୍କା ରେ ଆତଙ୍କିତ ଚାଷୀକୁଳ ର ମନରେ ଆଜି ସକାଳୁ କିଛି ଆଶାର ସ°ଚାର ହୋଇଛି । ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ମଧ୍ୟ ଏଥର ଚାଷକାର୍ଯ୍ଯ ଅନୁରୂପେ ବର୍ଷା ହୋଇ ନ ଥିବାରୁ ଚାଷୀମାନେ ପ୍ରାୟତଃ ନିରାଶ ହୋଇ ଯାଇଥିଲେ । କିନ୍ତୁ ଗତସନ୍ଧ୍ଯାରୁ ଘନଘୋର ବର୍ଷା ନ
Read More...

ଆଜିଠାରୁ ୩ଦିନ ପାଇଁ ଜିଲ୍ଲା କୋର୍ଟ ବନ୍ଦ ରହିବ: ଝିପିଝିପି ବର୍ଷା ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆନ୍ଦୋଳନ…

ସମ୍ବଲପୁର : ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ଯୋଗୁଁ ଆଜିଠାରୁ ଆଗାମୀ ତିନଦିନ ପାଇଁ ଜିଲ୍ଲାର ସମସ୍ତ ନ୍ଯାୟାଲୟ ବନ୍ଦ ରହିବ । ଗତରାତି ରୁ ଲାଗି ରହିଥିବା ଝିପିଝିପି ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ତାଙ୍କର ଦାବି କୁ ନେଇ ସ୍ଥାନୀୟ କଚେରୀ ଛକଠାରେ ଧାରଣାରେ ବସି ରହିଥିବା
Read More...

ଏହି ବଲିଉଡ ନାୟିକା ୬ମାସ ହରାଇଥିଲେ ସ୍ମୃତି ଶକ୍ତି

ନିଜର ଫିଟନେସ୍, ଷ୍ଟାଇଲ୍ ଓ ଡ୍ୟାନ୍ସର ମୁଭ୍ସ୍ ପାଇଁ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥାନ୍ତି । ଦିଶାଙ୍କର ବୋଲ୍ଡ ଓ ସ୍ପୋର୍ଟି ଲୁକ୍ ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଦିଶା ନିଜ ବିଷୟରେ ଏକ
Read More...

ଡେଭିସ୍ କପ୍ : ୫୫ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ । ଦୀର୍ଘ ୫୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ଯିବ । ନିଖିଳ ଭାରତ ଟେନିସ୍ ଆସୋସିଏସନ୍ (ଆଇଟା)ର ମହାସଚିବ ହିରଣ୍ମୟ ଚାଟାର୍ଜୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯାହା
Read More...