ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ହେଲେ ଏହାର ୨୪ ଘଣ୍ଟା ନପୁରୁଣୁ ଚେନ୍ନାଇ
Read More...

ଗୌତମ ଗମ୍ଭୀର ସବୁଠାରୁ ଧନୀ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀରୁ ଭାଜପା ପାଇଁ ପ୍ରାର୍ଥୀ ହୋଇଛନ୍ତି । ଗୌତମ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କର ସମ୍ପତ୍ତିର ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଥିଲା । ତାଙ୍କର ବାର୍ଷିକ ଆୟ ୧୨କୋଟିରୁ ଅଧିକ ଓ
Read More...

ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର: ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍‌ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍‌ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାମଲାର ତଦନ୍ତ ଲାଗି ତଦନ୍ତକାରୀ
Read More...

ଉତ୍ସାହ ଓ ଉଦ୍ଦୀପନା ସହ ମତଦାନ ଆରମ୍ଭ

ଆରମ୍ଭରୁ କିଛି କେନ୍ଦ୍ର ରେ ଇଭିଏମ ଅଚଳ ପରେ ସ୍ଥିତି ସାମାନ୍ୟ କରାଗଲା ଅପରାହ୍ନ ୧ଟା ପର୍ଯ୍ୟନ୍ତ ୨୨ ରୁ ୪୮ ପ୍ରତିଶତ ସହିତ ହାରାହାରି ୩୩.୬ ପ୍ରତିଶତ ମତଦାନ ସମ୍ବଲପୁର, ଓଡିଶା ରେ ତୃତୀୟ ପର୍ଯ୍ୟାୟରେ ପରିଚାଳିତ ମତଦାନ ପ୍ରକ୍ରିୟାରେ ଆଜି ଏଠାରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା
Read More...

ପ୍ରଜ୍ଞା ସିଂ ଠାକୁର ଆଜି ପ୍ରାର୍ଥୀପତ୍ର ଦାଖଲ କଲେ

ଭୋପାଳ : ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ବିଜେପି ପକ୍ଷରୁ ଏହି ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ବରିଷ୍ଠ ନେତା ଦିଗବିଜୟ
Read More...

କଲମ୍ବୋରେ ଆଜି ପୁଣି ଥରେ ବିସ୍ଫୋରଣ

କଲମ୍ବୋ: ଶ୍ରୀଲଙ୍କା ରଜଧାନୀ କଲମ୍ବୋରେ ସୋମବାର ଆଉ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତହ ହୋଇନାହାନ୍ତି। ଏହି ବିସ୍ଫୋରଣଟି ଚର୍ଚ ନିକଟରେ ଘଟିଛି। ଚର୍ଚ ନିକଟରେ ଥିବା ଅନ୍ୟ ବୋମାଗୁଡ଼ିକୁ ପୁଲିସ୍‌ ଖୋଜି ନିସ୍କ୍ରିୟ କରିବା କାର୍ଯ୍ୟ ଆରମ୍ଭ କରିଛି। ଶ୍ରୀଲଙ୍କା
Read More...

ଆସନ୍ତାକାଲି ୩ୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ଆସନ୍ତା କାଲି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟରେ
Read More...

କାଦପଡା ରାମଲୀଳା ଯାତ୍ରା ଉଦଯାପିତ :ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି । ଶନିବାର ସଂଧ୍ୟାରେ ରାମ-ରାବଣ ସମର ଶୋଭାଯାତ୍ରା ସହ ମହିରାବଣ ବଧ, ରାବଣ ବଧ ଓ ଶ୍ରୀରାମ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହୋଇଯାଇଛି । ସଂଧ୍ୟା ୯
Read More...

ନିର୍ବାଚନୀ ପ୍ରଚାର ପାଇଁ ଶୁଭାଙ୍ଗିଙ୍କ ପାଖରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ : ପୁଣି ଥରେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶୁଭାଙ୍ଗି ଅତ୍ରୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଅଙ୍ଗୁରି ଭାବି ନାମରେ ପରିଚିତ ଥିବା ଶୁଭାଙ୍ଗିଙ୍କୁ ଏବେ ବହୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରିବାର ପ୍ରସ୍ତାବ ଆସୁଥିବା ଜଣା ପଡ଼ିଛି । ଏ ନେଇ ନିଜେ ଶୁଭାଙ୍ଗି
Read More...