Browsing Category

ବାଣିଜ୍ୟ

ଆସନ୍ତାକାଲିଠାରୁ ବ୍ୟାଙ୍କ ଉଠାଣରେ ଏହି ସବୁ ନିୟମ ଲାଗୁ ହେବ, ଜାଣି ରଖନ୍ତୁ

ନୂଆଦିଲ୍ଲୀ : ଗୁରୁବାର ଅର୍ଥାତ ମେ ୨୬ରୁ ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା ରଖିବା ଉପରେ କେତେକ ନୂଆ ନିୟମ ଲାଗୁ ହେବ । ଏଣିକି ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ନିଜ ନାଁରେ ଥିବା ଏକାଧିକ ବ୍ୟାଙ୍କ ଖାତାରୁ ମୋଟ ୨୦ ଲକ୍ଷ ଟଙ୍କା ଉଠାଣ କିମ୍ବା ଜମା ବେଳେ ପ୍ୟାନ ନମ୍ବର
Read More...

କେନ୍ଦ୍ର ସରକାରଙ୍କୁ ୩୦ ହଜାର କୋଟିର ବଳକା ଅର୍ଥ ଦେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ନିଜର ବଳକା ପାଣ୍ଠିରୁ ୩୦,୩୦୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ
Read More...

ଭାରତରେ ପେଟ୍ରୋଲ ଦର ଶ୍ରୀଲଙ୍କାଠୁ ବି ମହଙ୍ଗା

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର କେଉଁ ଦେଶଗୁଡ଼ିକଠାରୁ ମହଙଗା ଓ ଶସ୍ତା,ସେନେଇ ବ୍ୟାଙ୍କ ଅଫ ବରୋଦା ଇକନୋମିକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଭାରତରେ ପେଟ୍ରୋଲ ଦର ଆମେରିକା, ଚୀନ, ଜାପାନ, ରୁଷ, ବ୍ରାଜିଲ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ,
Read More...

ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି

ପାଟଣା: ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟଙ୍କ ପାଇଁ ବଢିଲା ଅଡୁଆ । ଶୁକ୍ରବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ଏହାକୁ ଅବମାନନା କରିଛନ୍ତି । ଫଳରେ ବର୍ତ୍ତମାନ କୋର୍ଟ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି । ଏଥିସହ ବିହାର, ଦିଲ୍ଲୀ ଏବଂ
Read More...

ଅମାନ ଗୁପ୍ତାଙ୍କୁ ବିଜିନେସ୍‌ ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ - ମଲ୍ଟି ପର୍ପୋଜ୍‌ ହଲ୍‌ ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ନୂଆଦିଲ୍ଲୀରେ ଏସପିଟି ଡଟ୍‌ କମ୍‌ କାମ୍ପରେଟିଭ ଏକ୍ସଲେନ୍ସ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ସାଂସଦ ରାମଚନ୍ଦ୍ର ଜାଙ୍ଗଡ ଏବଂ ସାଂସଦ ପ୍ରତାପ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତର
Read More...

ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଆଉ ତା ସହିତ ବିଶ୍ୱ ଧନୀ ତାଲିକାରେ ସେ ଉପରକୁ ଉଠି ଚାଲିଛନ୍ତି । ଏବେ ସେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ
Read More...

ଜାଣନ୍ତୁ,ଶିଳ୍ପପତି ଏଲନ୍‌ ମସ୍କଙ୍କ ଭିତିରି ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ: ଶିଳ୍ପ ତଥା ବ୍ୟବସାୟ ଜଗତରେ ଏଭଳି ବହୁ ଟାଇକୁନ ଅଛନ୍ତି,ଯେଉଁମାନେ କହନ୍ତି ଗୋଟେ କଥା କରନ୍ତି ଆଉ ଗୋଟେ । ଅର୍ଥାତ ସେମାନଙ୍କର ଭିତିରି ଉଦ୍ଦେଶ୍ୟ ସେମାନେ ପ୍ରକାଶ କରିନଥାନ୍ତି । ଚାଲାକିର ସହ ତାହାକୁ ହାସଲ କରିଥାନ୍ତି । ତାହାର ଉଦାହରଣ ହେଉଛନ୍ତି ବିଜନେସ ଟାଇକୁନ ଏଲନ ମସ୍କ
Read More...

ଭାରତର ଅର୍ଥନୀତିକୁ ନେଇ ଏଭଳି ଆକଳନ କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ,୧୩/୪ : ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଗତି ମନ୍ଥର ହୋଇପାରେ । ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ ପରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ମଧ୍ୟ ଜିଡିପି ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି । ବିଶ୍ୱ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ
Read More...

କ୍ରମାଗତ ଏଗାର ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮/୪ : କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ଆରବିଆଇ ପକ୍ଷରୁ ରେପୋ ରେଟ୍‌ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି । ସେହିପରି ରିଭର୍ସ ରିପୋ ରେଟ(ଆରଆରଆର) ୩.୩୫%ରେ ଅପରିବର୍ତ୍ତିତ ରହିଛି । ଏହାବାଦ ଦେଶର
Read More...