Browsing Category

ବାଣିଜ୍ୟ

କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା କମିଛି । ପୂର୍ବରୁ ୨୦୧୨ଟଙ୍କା ୫୦ ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି
Read More...

ବଢିଲା ସୁନା ଓ ରୁପା ଦର;ଜାଣନ୍ତୁ,କେତେହେଲା ମୂଲ୍ୟ

ନୂଆଦିଲ୍ଲୀ: ପୁଣିଥରେ ବଢିଛି ଉଭୟ ସୁନା ଓ ରୁପାର ମୂଲ୍ୟ । ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୫୯୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୭୫୦ ଟଙ୍କାରେ ପହଞ୍ଚି ଯାଇଛି । ଦିନକ ପୂର୍ବରୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୧,୧୫୮ ଟଙ୍କା ରହିଥିଲା । ଆଜି ସୁନାର ଦାମ
Read More...

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

ଭୁବନେଶ୍ୱର:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା
Read More...

କମିବ ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ,ଡିଜେଲ କ୍ଷେତ୍ରରେ ଆଗକୁ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତରେ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍‌ ୧୦୦ଡଲାରରୁ ତଳକୁ ଖସି
Read More...

ପଟିଆରେ ଖୋଲିଲା ନିଶାସ ସାଲୁନ

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ
Read More...

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ : ପୁଅ ହାତକୁ ଟେକିଦେଲେ ରିଲାଏନସ ଜିଓ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍‌ଫୋଟେକ୍‌ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ
Read More...

ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କର ୯୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି । ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି
Read More...

ଆପୋଲୋ କ୍ୟାନ୍ସର ସେଣ୍ଟର ସହୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ୮ କ୍ୟାନ୍ସର ସର୍ଭାଇଭର

ଭୁବନେଶ୍ୱର, ୨୫/୦୬: ଦେଶର ବିଭିନ୍ନ କୋଣରୁ କର୍କଟ ରୋଗ ଉପରେ ବିଜୟ ହାସଲ କରିଥିବା ୮ ବ୍ୟକ୍ତି ୫ ଦିନିଆ ପାହାଡ ଚଢ଼ା ଅଭିଯାନ ସଫଳତାର ସହିତ ଶେଷ କରିଛନ୍ତି । ଆପୋଲୋ କ୍ୟାନ୍ସର ସେଂଟର ପକ୍ଷରୁ ଆୟୋଜିତ ଏହି ଅଭିଯାନ ‘ପିକ୍‌ ଟୁ ପିକ୍‌-ୱିନିଂ ଓଭର କ୍ୟାନ୍‌ସର’କାର୍ଯ୍ୟକ୍ରମରେ ଅଂଶଗ୍ରହଣ
Read More...

ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋର୍ଟିକ ଅସ୍ତ୍ରୋପଚାରରେ ଆପୋଲୋର ସଫଳତା

ଭୁବନେଶ୍ୱର, ୧୦/୦୬: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍‌ସ ରୋବୋଟିକ୍‌ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ
Read More...

ବଢିଲା ରେପୋ ରେଟ

ମୁମ୍ବାଇ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୪.୯୦%କୁ ବଢ଼ାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ‘ମିନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ
Read More...