କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର

0 104

ନୂଆଦିଲ୍ଲୀ: କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା କମିଛି । ପୂର୍ବରୁ ୨୦୧୨ଟଙ୍କା ୫୦ ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲା ।

hiring

ସିଲିଣ୍ଡର ପିଛା ୧୯୮ ଟଙ୍କା କମିଥିଲା । ଦେଶର ଅନେକ ସହରରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ଆଜି ପୁଣି ଏହି ଦର କମିଛି । IOCLତରଫରୁ ଏହି ନୂଆ ଦର ଜାରି କରାଯାଇଛି । ଘରୋଇ ଏଲ୍‌ପିଜି  ସିଲିଣ୍ଡର ମୂଲ୍ୟରେ ଅପରିବର୍ତ୍ତିତ ରହିଛି । ଗତ ମେ ମାସ ୧୯ରେ ଏହି ଦରରେ ପରିବର୍ତ୍ତନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 + seven =