Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିବାପରେ ଜେଲ ଯିବା ଭୟରେ ଆତ୍ମହତ୍ୟା କଲା ସାନ ଭାଇ
ତାଳଚେର: ଦୁଇଦିନ ପୂର୍ବରୁ ସାନଭାଇ ତାର ନିଭ ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ଆଜି ସାନଭାଇ ଜେଲ ଯିବା ଭୟରେ ଝୁଲିପଡ଼ିଛି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । ସୂଚନାମୁତାବକ, ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଣ୍ଟୁଲୋଇ!-->…
Read More...
Read More...
ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ
ଭୁବନେଶ୍ୱର ; ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି!-->…
Read More...
Read More...
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଶିକ୍ଷକ ଗିରଫ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅଞ୍ଚଳରେ ।ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକ ଅସଦାଚରଣ କରିଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁଯାୟୀ!-->…
Read More...
Read More...
ତନ୍ତ୍ର ମନ୍ତ୍ର ଦ୍ୱାରା ବଞ୍ଚାଇ ଦେବାର ଆଶା ରଖିଥିଲା…ନବରାତ୍ରୀରେ ଝିଅକୁ ବଳି ଦେଲା ବାପା !
ସୁରାଟ : ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ନରବଳିର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ନବରାତ୍ରୀ ସମୟରେ ଜଣେ ପିତା ନିଜର ୧୪ ବର୍ଷର ଝିଅକୁ ବଳିଦାନ ଦେଇଛନ୍ତି । ସେ ତନ୍ତ୍ରମନ୍ତ୍ର ଦ୍ୱାରା ପୁନର୍ଜୀବିତ କରିଦେବେ ବୋଲି ଆଶା କରିଥିଲେ । କିନ୍ତୁ ବଳିଦାନ ଦେବା!-->…
Read More...
Read More...
ମାହାଙ୍ଗା ଗଣହତ୍ୟା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ ଚହଳ ପକାଇଥିବା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡା!-->…
Read More...
Read More...
ଜେଲ ଗଲେ ଶର୍ମିଷ୍ଠା ଓ ଝୁନା
କଟକ ୦୭/୦୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ସୂଚନା ଥାଉକି,!-->…
Read More...
Read More...
ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ-ଏଡିଜି
ପୁରୀ ୧୮।୧୨: ବହୁ ଚର୍ଚ୍ଚିତ ବ୍ରହ୍ମଗିରିର ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତେବେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତ କରି ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ସହିତ ଆଲୋଚନା କରି ତଦନ୍ତର ସମୀକ୍ଷା କରିଛନ୍ତି।!-->…
Read More...
Read More...
ମିଳିତ ଅବକାରୀ ଚଢ଼ାଉ; ୩ଜଣ ଗିରଫ
ପାରଳାଖେମୁଣ୍ଡି ୧୧।୧୨: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି ମିଳିତ ଅବକାରୀ!-->…
Read More...
Read More...
ପାରଳାଖେମୁଣ୍ଡିରେ ଏଟିଏମ୍ ଲୁଟ୍ ଉଦ୍ୟମ ଫେଲ, ତିନି ଗିରଫ
ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ସନ୍ତୋଷି ମାଆ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏସ.ବି.ଆଇ ଏ.ଟି. ଏମ୍ କାଉଣ୍ଟରରୁ ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ୩ ଜଣ ଦୁର୍ବୃତ୍ତକୁ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତ!-->…
Read More...
Read More...
ଜଣେ ଲୁଟେରା ଗିରଫ, ୩ଜଣ ଫେରାର; ଲୁଟ୍ ହୋଇଥିବା ୧ଲକ୍ଷ ଟଙ୍କା ଉଦ୍ଧାର
ବାଲିଗୁଡ଼ା ୦୪।୧୨ : ଲୁଟେରା ଗ୍ୟାଙ୍ଗରୁ ଜଣେ ଗିରଫ, ୩ଜଣ ଫେରାର । ଲୁଟ୍ ହୋଇଥିବା ଏକଲକ୍ଷ ଟଙ୍କା ଜବତ । ସୂଚନା ପ୍ରକାରେ ରୁତୁଙ୍ଗିଆ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାଲିଗୁଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋରେ ଗାଁକୁ ଯାଉଥିବା ବେଳେ ଚାରିଜଣ ଲୁଟେରା ସେମାନଙ୍କୁ!-->…
Read More...
Read More...