Browsing Category

ମନୋରଞ୍ଜନ

ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ

ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି…
Read More...

ବିବାହ ତାରିଖ ବଦଳାଇଲେ ଆଲିଆ-ରଣବୀର

ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର…
Read More...

ଅଲୁ ଅର୍ଜୁନ-ସ୍ନେହାଙ୍କ ଲଭଷ୍ଟୋରୀ, ପ୍ରଥମ ଦେଖାରେ ହୋଇଥିଲା ପ୍ରେମ

ହାଇଦ୍ରାବାଦ : ପୁଷ୍ପା ଷ୍ଟାର ଅଲୁ ଅର୍ଜନ ଏବେ ସାରା ଦେଶରେ ପରିଚିତ ନାମ । ତାଙ୍କର କ୍ରେଜ ଏବେ ବିଦେଶ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମକୁ ନେଇ ସେ ଏବେ ଘରେ ଘରେ ପରିଚିତ । ତାଙ୍କର ଡ୍ୟାନ୍ସକୁ ଏବେ ଦେଶ ତଥା ବିଦେଶର ନକଲ କରୁଥିବା…
Read More...

ଜାଣନ୍ତୁ,କଙ୍ଗନାଙ୍କ ଉପରେ କାହିଁକି ବର୍ଷିଲେ କୋର୍ଟ

ମୁମ୍ବାଇ: ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢିଛି । କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ନିକଟରେ କଙ୍ଗନା ଆନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ…
Read More...

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ RRR

ନୂଆଦିଲ୍ଲୀ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା…
Read More...

ଭିନ୍ନ ଲୁକ୍‌ରେ ତାପସୀ ପନ୍ନୁ

ମୁମ୍ବାଇ,୨୨/୩ : ବଳିଉଡ ନାୟିକା ତାପସୀ ପନ୍ନୁଙ୍କୁ ପରଦାରେ ପୂରା ଏକ ଭିନ୍ନ ଚେହେରାରେ ଦେଖିବାକୁ ମିଳିବ । ଭୂମିକା ନୂଆ,ଚେହେରା ବି ସ୍ୱତନ୍ତ୍ର । ହୋଲି ଅବସରରେ ରିଲିଜ ହୋଇଛି ‘ସାବାସ ମିଠୁ’ର ଟିଜର । ଏହା ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ…
Read More...

ସଲମାନଙ୍କୁ ମିଳିଲା ଏହି ବଡ଼ ଆଶ୍ୱସ୍ତି

ନୂଆଦିଲ୍ଳୀ, ୨୨/୩ : କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଛି ବଡ ଆଶ୍ୱସ୍ତି । ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ହରିଣ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ଜଡିତ…
Read More...

ଏମିତି ଜଣେ ଅଭିନେତ୍ରୀ,ଯିଏ ଅଭ୍ୟାସଗତ ପର୍ସ ଚୋରି କରନ୍ତି

କୋଲକାତା : ଏମିତି କିଛି ପ୍ରତିଷ୍ଠିତ ମହିଳା ଓ ପୁରୁଷ ଅଛନ୍ତି,ଯେଉଁମାନଙ୍କ ଅସଲ କାରନାମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି ଜଣେ ସେଲିବ୍ରିଟି ହେଲେ ବଙ୍ଗାଳୀ ଅଭିନେତ୍ରୀ ଅଭିନେତ୍ରୀ ରୂପା ଦତ୍ତା । ଅଭିନେତ୍ରୀ ଜଣଙ୍କ ଏଭଳି କାମ କରୁଥିଲେ ଯେ ଆପଣ ଶୁଣିଲେ ମୁଣ୍ଡରେ ହାତଦେବେ…
Read More...

ଏହି ଦୁଇ କଥାରେ ରାଗିଯାନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକଲିନ

ସିଂହଳୀ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଭିନ୍ନ ଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାର ରହିଥାନ୍ତି । ନିକଟରେ ସୁରେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ନାମକୁ ନେଇ ଖୁବ ଚର୍ଚ୍ଚା ହୋଇଥିବା ବେଳେ ତାଙ୍କର ଗୀତ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ହେଡଲାଇନରେ…
Read More...

ନକ୍ସଲଙ୍କ ଗୁଳିର ଶିକାର ହୋଇଥିଲେ ପିତା, ଝିଅ ଏବେ ଜିତିଲେ ମିସ୍‌ ଇଣ୍ଡିଆ ଟାଇଟଲ

ବସ୍ତର : ଛତିଶଗଡର ବସ୍ତର ଜିଲ୍ଲାର ଚିତ୍ର ବର୍ତ୍ତମାନ ବଦଳୁଛି । ଏଠାରେ ଥିବା ଯୁବକମାନେ ଦେଶ ତଥା ବିଶ୍ୱରେ ନିଜକୁ ପରିଚତ କରାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । କ୍ରୀଡା, ଶିକ୍ଷା ଏବଂ ମନୋରଞ୍ଜନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଏଠାକାର ଯୁବକଯୁବତୀମାନେ ସେମାନଙ୍କର ଭାଗ୍ୟ…
Read More...