Browsing Category

ମନୋରଞ୍ଜନ

ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଟିକସ-ମୁକ୍ତ ହେଲା ସମ୍ରାଟ ପୃଥ୍ୱୀରାଜ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି । ରାଜା ପୃଥ୍ୱୀରାଜଙ୍କ ପରାକ୍ରମକୁ ଫିଲ୍ମ ମାଧ୍ୟମରେ ବେଶ ନାଟକୀୟ ଢଙ୍ଗରେ ଦେଖାଇବାକୁ ନିର୍ମାତା ଚେଷ୍ଟା କରିଛନ୍ତି । ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଚରିତ୍ରରେ…
Read More...

ପ୍ରସିଦ୍ଧ ସନ୍ତୁର ବାଦକ ଭଜନ ସୋପୋରୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ପରଲୋକ ଘଟିଛି । ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ । ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ…
Read More...

କେକେଙ୍କୁ ତୋପ ସଲାମୀ : ଆସନ୍ତାକାଲି ଅନ୍ତିମ ସଂସ୍କାର

କୋଲାକତା: ବଲିଉଡର ଲେଶକପ୍ରିୟ ଗାୟକ କେକେଙ୍କୁ ଆଜି ଏଠାରେ ଦିଆଯାଇଛି ତୋପ ସଲାମୀ । ଅନ୍ତିମ ସଂସ୍କାର ଆସନ୍ତାକାଲି ମୁମ୍ବାଇରେ ହେବ । ମଙ୍ଗଳବାର କୋଲକାତାର ଲାଇଭ କନର୍ସଟ ବେଳେ ଅସୁସ୍ଥ ହୋଇ ପଡିଥିବା କେକେ ହଠାତ୍‌ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ମଙ୍ଗଳବାର ରାତି ୧୨ଟାରେ କେକେଙ୍କ…
Read More...

ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ, ୧୫ ଦିନରେ ତୃତୀୟ ଘଟଣା

କୋଲକତା : ବଙ୍ଗାଳୀ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକତାରେ ଆଜି ଜଣେ ମଡେଲ ତଥା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁସା ନିଯୋଗୀଙ୍କ ଶବ ଆଜି ତାଙ୍କ ବାଟୁଳୀ ଘରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ…
Read More...

ଲଣ୍ଡା ହେଲେ ଅଭିନେତା ଚନ୍ଦନ କର

ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର…
Read More...

ମୋଦିଙ୍କୁ ସାକ୍ଷାତ କଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଆଉ ଏହାର ଦୁଇଟି ଫଟୋ ସେ ଶନିବାର ସନ୍ଧ୍ୟାରେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅନୁପମ ଖେର ଏକ ରୁଦ୍ରାକ୍ଷ ମାଳ ପ୍ରଦାନ…
Read More...

କେଜିଏଫ-୨ ଆଗରେ ମୁଣ୍ଡ ନୁଆଁଇଲା ସାରା ବଲିଉଡ, ୮ ଦିନରେ କଲାଣି ଏତିକି ରୋଜଗାର

ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି କେଜିଏଫ-୨ । ଏହି ଫିଲ୍ମ ବହୁ ବଡ ବଡ ରେକର୍ଡ ସୃଷ୍ଟି କଲାଣି । କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ ରିଲିଜ ହେବାର ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ ହୋଇଗଲାଣି । ମାତ୍ର ୭ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୫୫ କୋଟି ମାର୍କ…
Read More...

ଜାଣନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ

ଗତ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍‌ ପିତାମାତା ହୋଇଥିଲେ । ପ୍ରିୟଙ୍କା ଏପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରିନାହାଁନ୍ତି । ଯଦିଓ ରିପୋର୍ଟ ଅନୁଯାୟୀ, ତାଙ୍କ ଝିଅର ନାମ ମାଲତୀ ମାରି ବୋଲି କୁହାଯାଉଛି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମାଆ ହୋଇଥିଲେ । ଖବର ମୁତାବକ…
Read More...

ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଟି.ରାମାରାଓ

ମୁମ୍ବାଇ,୨୦/୪: ବଲିଉଡ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଟି ରାମାରାଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତା ଅନୁପମ ଖେର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିବା ବେଳେ ବୟସାଧିକ୍ୟ…
Read More...

ସାମନ୍ଥାଙ୍କଠୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ଯୋଜନା କଲେଣି ନାଗା ଚୌତନ୍ୟ

ସାମନ୍ଥା ରଥ ପ୍ରଭୁ ଏବଂ ନାଗା ଚୌତନ୍ୟ ଅଲଗା ହେବାର ଦୀର୍ଘ ଦିନ ହୋଇଗଲାଣି । ଉଭୟ ଏକଦା ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ହିଟ୍‌ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା…
Read More...