Browsing Category

ମନୋରଞ୍ଜନ

ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାରଙ୍କ ପରଲୋକ

ବରଗଡ଼ : ବିିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ୨୪ ବର୍ଷ ଧରି ମହାନାୟକ କଂସ ଭୂମିକାରେ ଅଭିନୟ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଗୋପାଳ ସାହୁ(ଏଲି)ଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ପଶ୍ଚିିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଏଲି ବରଗଡ଼
Read More...

ରଶ୍ମିକାଙ୍କ ପରେ ଡିପଫେକ୍ ଭିଡିଓର ଶିକାର ହେଲେ ଆଉଜଣେ ବଲିଉଡ ଅଭିନେତ୍ରୀ

କ୍ୟାଟ୍ରିନାଙ୍କ ଅପକମିଂ ଫିଲ୍ମ ଟାଇଗର-ଥ୍ରୀର ଏକ ସିନକୁ ଡିପଫେକ୍ କରାଯାଇଥିବା ଅଭିଯୋଗ ହୋଇଛି । ଫିଲ୍ମରେ କ୍ୟାଟ୍ରିନା ପିନ୍ଧିଥିବା ପୋଷାକକୁ ଏଥିରେ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି ,କ୍ୟାଟ୍ରିନାଙ୍କ ଅପକମିଙ୍ଗ ସିନେମାରେ ସେ ଏକ ଟାଓ୍ବାଲ ପିନ୍ଧିଥିବାର ସିନ୍ ରହିଛି ।
Read More...

ଅମ୍ପାୟାରଙ୍କୁ କାହିଁକି ଦେଖାଇଲେ ମସଲ୍ସ , ଏମିତି କିଛି ଜବାବ ରଖିଲେ ରୋହିତ୍

ଆଇସିସି ଦିନିକିଆ ବିଶ୍ୱକପର ଦ୍ୱାଦଶ ମ୍ୟାଚରେ ଅହମ୍ମଦାବାଦରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଜୟ ତାଲିକାରେ ଭାରତ ଆଉ ଏକ ପାହାଚ ଉପରକୁ ଉଠିଛି । ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ରେ ଭାରତର ଏହା ଅଷ୍ଟମ ବିଜୟ । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ
Read More...

ଭାରତର ସରଗମ କୌଶଲ ଜିତିଲେ ମିସେସ୍ ଓ୍ଵାର୍ଲ୍ଡ ୨୦୨୨

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭାରତ ମିସେସ୍ ଓ୍ଵାର୍ଲ୍ଡର ଟାଇଟଲ୍ ନିଜ ନାମରେ କରିଛି। ସରଗମ କୌଶଲ ମିସେସ୍‌ ଓ୍ଵାର୍ଲ୍ଡ ୨୦୨୨ର ବିଜେତା ହୋଇଛନ୍ତି। ସରଗମଙ୍କ ପାଇଁ ଏହି ମୁହୂର୍ତ୍ତ ବେଶ ଭାବୁକପୂର୍ଣ୍ଣ ରହିଛି। ଆମେରିକାରେ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ର
Read More...

ବିବାହର ୧୦ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ରାମଚରଣ, ଏହି ଅଭିନେତାମାନଙ୍କ ଘରକୁ ବିଳମ୍ବରେ ଆସିଛି ଖୁସି ଖବର

ନୂଆଦିଲ୍ଲୀ : ଦକ୍ଷିଣର ସୁପରଷ୍ଟାର ଅଭିନେତା ରାମ ଚରଣ ପିତା ହେବାକୁ ଯାଉଛନ୍ତି । ରାମ ଚରଣ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ୨୦୧୨ ମସିହାରେ ରାମ ଚରଣ ଉପସାନାଙ୍କୁ ବିବାହ କରିଥିଲେ । ବିବାହର ୧୦ ବର୍ଷ ପରେ, ଏହି ଲୋକପ୍ରିୟ ଦମ୍ପତି ପିତାମାତା
Read More...

ସାମ୍ନାକୁ ଆସିଲା ରାହୁଲ-ଆଥିଆଙ୍କ ବିବାହ ତାରିଖ !

ନୂଆଦିଲ୍ଲୀ : ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ ଭାରତୀୟ ଦଳର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଯଦିଓ ଏହି ଯୋଡି ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍‌ ବିବୃତ୍ତି
Read More...

ଲୋକପ୍ରିୟ ମହିଳା ତାରକା ଆଖ୍ୟା ପାଇଲେ ସାମନ୍ଥା, ପଛରେ ପଡିଲେ ଆଲିଆ-ଦୀପିକା

ଦକ୍ଷିଣ ଭାରତୀୟ ସିନେମା ଜଗତର ଷ୍ଟାର ତଥା ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ମୋଷ୍ଟ ଲୋକପ୍ରିୟ ମହିଳା ତାରକା ଆଖ୍ୟା ଅର୍ଜନ କରିଛନ୍ତି । ବାସ୍ତବରେ, ଅର୍ମାକ୍ସ ଷ୍ଟାର୍ସ ଇଣ୍ଡିଆ ଲଭ୍‌ ଦ୍ୱାରା ମୋଷ୍ଟ ଲୋକପ୍ରିୟ ମହିଳା ତାରକାଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ୧୦ ଜଣ
Read More...

କମଲ ହାସନ ଅସୁସ୍ଥ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ । ଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। କମଲ ହାସନଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ମାତ୍ରେ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ
Read More...

‘ଦମନ’ ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୧୧ : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ
Read More...

ବିବାହ ଖବରକୁ ଖଣ୍ଡନ କଲେ ତମନ୍ନା

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା ଚୁଲବୁଲି ନାୟିକା ତମନ୍ନା ଭାଟିଆଙ୍କ ବିବାହ ନେଇ ବିଟାଉନରେ ଏବେ ଖୁବ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ତମନ୍ନା ଭାଟିଆ ଖୁବ୍‌ ଶୀଘ୍ର ଜଣେ ବ୍ୟବସାୟୀଙ୍କ ସହ ବିବାହ ବନ୍ଧନରେ ଆବଧ ହେବାକୁ ଯାଉଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ସେ ଦୀର୍ଘ ଦିନ ଧରି
Read More...